Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଓଡିଶା ଛୁଇଁଲା ମୌସୁମୀ; ମାଲକାନଗିରିରେ ଆରମ୍ଭ ହେଲା ବର୍ଷା

Smruti Parija
Browse all articles by Smruti Parija
·2 years ago
ଓଡିଶା ଛୁଇଁଲା ମୌସୁମୀ; ମାଲକାନଗିରିରେ ଆରମ୍ଭ ହେଲା ବର୍ଷା

ଅର୍ଗସ ବ୍ୟୁରୋ: ଓଡିଶା ଛୁଇଁଲା ମୌସୁମୀ । ରାଜ୍ୟରେ 4 ଦିନ ପୂର୍ବରୁ ମୌସୁମୀ ଛୁଇଁଲା । ଦକ୍ଷିଣ ଓଡିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ।  ମାଲକାନଗିରିର କିଛି ଅଞ୍ଚଳରେ ମୌସୁମୀ ସକ୍ରିୟ । ପ୍ରଭାବରେ ମାଲକାନଗିରିର ଅନେକାଂଶ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଛି । ପର୍ଯ୍ୟାୟକ୍ରମେ ଅନ୍ୟ ଅଞ୍ଚଳରେ ମୌସୁମୀ ସକ୍ରିୟ ହେବ ।  

ପ୍ରଚଣ୍ଡ ଖରାରେ ପୁରା ରାଜ୍ୟବାସୀ ଆଉଟୁପାଉଟୁ ହେଉଥିବାବେଳେ ମୌସୁମୀ ଛୁଇଁବା ପରେ ସାମାନ୍ୟ ଆଶ୍ୱସ୍ତି ମିଳିବ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Southwest Monsoon has set in over Odisha today- It covered some parts of Malkangiri district of Odisha | Argus News