Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାଜଧାନୀର ବିଭିନ୍ନ ଚା ଓ ପାନ ଦୋକାନରେ ସ୍ପେଶାଲ କ୍ରାଇମ ୟୁନିଟର ରେଡ୍

Rashmita Mishra
Browse all articles by Rashmita Mishra
·11 months ago
ରାଜଧାନୀର ବିଭିନ୍ନ ଚା ଓ ପାନ ଦୋକାନରେ ସ୍ପେଶାଲ କ୍ରାଇମ ୟୁନିଟର ରେଡ୍

Key Points

କମିଶନରେଟ ପୋଲିସର ଆଣ୍ଟି ଡ୍ରଗ୍ସ ଅପରେସନ

ରାଜଧାନୀର ବିଭିନ୍ନ ଚା ଓ ପାନ ଦୋକାନରେ ସ୍ପେଶାଲ କ୍ରାଇମ ୟୁନିଟର ରେଡ୍

ଗଞ୍ଜେଇ ମିଳିବା ପରେ ଦୋକାନୀଙ୍କୁ ଉଠାଇ ନେଇଛି ପୋଲିସ

କମିଶନରେଟ ପୋଲିସର ଆଣ୍ଟି ଡ୍ରଗ୍ସ ଅପରେସନ । ରାଜଧାନୀର ବିଭିନ୍ନ ଚା ଓ ପାନ ଦୋକାନରେ ସ୍ପେଶାଲ କ୍ରାଇମ ୟୁନିଟର ରେଡ୍ । ଖଣ୍ଡଗିରିର ଅଞ୍ଚଳରେ ସ୍ପେଶାଲ କ୍ରାଇମ ୟୁନିଟର ଚଢ଼ାଉ । ଚଢ଼ାଉ ବେଳେ କିଛି ଦୋକାନରୁ ଗଞ୍ଜେଇ ମିଳିବା ପରେ ଦୋକାନୀଙ୍କୁ ଉଠାଇ ନେଇଛି ପୋଲିସ । ଦିନକୁ ଦିନ ରାଜଧାନୀରେ ଏପରି ଘଟଣା ବଢିବାରେ ଲାଗିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
special-crime-unit-raids-various-tea-and-liquor-shops-in-the-capital | Argus News