Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବାତ୍ୟା ପାଇଁ ଆଲର୍ଟ ମୋଡରେ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ଅଫିସ

Sangram Tripathy
Browse all articles by Sangram Tripathy
·1 year ago
ବାତ୍ୟା ପାଇଁ ଆଲର୍ଟ ମୋଡରେ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ଅଫିସ

ଅର୍ଗସ ବ୍ୟୁରୋ:୨୩ରେ ବାତ୍ୟା ସମ୍ଭାବନା ଥିବାବେଳେ ବାତ୍ୟା ପାଇଁ ଆଲର୍ଟ ମୋଡରେ ରହିଛି ସ୍ବତନ୍ତ୍ର ରିଲିଫ କମିଶନରଙ୍କ ଅଫିସ। ଖୋଲିଛି୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ । ପ୍ରଭାବିତ ହେବାକୁ ଥିବା ଜିଲ୍ଲାରେ ପ୍ରସ୍ତୁତି ଉପରେ ସରକାର ନଜର ରଖିଥିବାବେଳେ ଗସ୍ତ କରିବେ ବରିଷ୍ଠ ଆଇଏସ୍ ଅଧିକାରୀ। ଆଜି ସନ୍ଧ୍ୟାରେ ବିଭିନ୍ନ ଜିଲ୍ଲା ଅଭିମୁଖେ ବାହାରିବେ NDRF, ଓଡ୍ରାଫ  ଓ ଅଗ୍ନିଶମ ଟିମ୍। ସ୍ଥିତି ସମୀକ୍ଷା କରି ଅପରାହ୍ନ ସୁଦ୍ଧା ରିପୋର୍ଟ ଦେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Special Relief Commissioner's office on alert mode for cyclone | Argus News