Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - Speed 10 : ପୂଜାର ପୁରା ଅପଡେଟ୍‌

Odisha

Speed 10 : ପୂଜାର ପୁରା ଅପଡେଟ୍‌

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
Speed 10 : ପୂଜାର ପୁରା ଅପଡେଟ୍‌

ଅର୍ଗସ ବ୍ୟୁରୋ: ହରିୟାଣାରେ ଧର୍ମେନ୍ଦ୍ରଙ୍କ ମାଷ୍ଟର ଷ୍ଟ୍ରୋକ୍‌ : ପୁଣି ଥରେ କ୍ଷମତା ଦଖଲ କରିବ ବିଜେପି, କଂଗ୍ରେସକୁ ମିଳିଲାନି ବହୁମତ

ହରିୟାଣାରେ କଂଗ୍ରେସ ପାଇଁ କାମ ଦେଲାନି ଆଣ୍ଟି-ଇନ୍‌କମ୍ପେନ୍ସି ଫ୍ୟାକ୍ଟର । ପୁଣି ସରକାର କରିବ ବିଜେପି, ବଡ଼ ବିଜୟ ଲାଗି ଜନତାଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ

ଜମ୍ମୁ ନିର୍ବାଚନ : ମେଣ୍ଟର ବିଜୟ ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ଓମାର ଅବଦୁଲ୍ଲା

ହାରିବା ପରେ ପିଡିପି ମୁଖ୍ୟ କହିଲେ କିଛି କହିବାର ନାହିଁ । ଏଥର ଲୋକ ଚାହିଁଲେ ତାଙ୍କୁ ଜିତାଇବାକୁ । ସେଥିପାଇଁ NC ଜିତିଲା । ଏହା କେବଳ ଲୋକଙ୍କ ନିଷ୍ପତ୍ତି ଥିଲା । ଜାମ୍ମୁ-କାଶ୍ମୀରରେ NC ସହ କଡ଼ା ଫାଇଟ୍‌ ଦେଇଛି PDP

ପୂଜା ପାଇଁ କମିଶନରେଟ୍ ପୋଲିସର ବ୍ୟାପକ ବନ୍ଦୋବସ୍ତ । ଉଭୟ ଟ୍ରାଫିକ୍ ସହ ଅପରାଧ ନିୟନ୍ତ୍ରଣ ଉପରେ ଗୁରୁତ୍ୱ । ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍. ଦେବଦତ୍ତ ସିଂହ ଦେଲେ ବଡ଼ ସୂଚନା । ଭୁବନେଶ୍ୱରରେ ୧୮୭ ପେଣ୍ଡାଲ, ମୁତୟନ ହେବେ ୩୮ ପ୍ଲାଟୁନ ପୋଲିସ ସେହିପରି କଟକରେ ୧୬୬ ମେଢ଼, ମୁତୟନ ହେବେ ୬୪ ପ୍ଲାଟୁନ ପୋଲିସ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେଜିଲା କୋଠାରଙ୍ଗ ରାଜନୀତି । ସରକାରୀ କୋଠା ତାର ପୁରୁଣା ରଙ୍ଗ ଫେରିପାଇ କହିଲେ ଅବକାରୀ ମନ୍ତ୍ରୀ । ବିଜେଡି କାହିଁକି ସବୁଜ ରଙ୍ଗ କରିଥିଲା, ଏବେ କାଇଁ ବାଧୁଛି ବୋଲି  ପ୍ରଶ୍ନ କଲେ ପୃଥ୍ୱୀରାଜ 

ଆଜି ମହାଷଷ୍ଠୀ । ପୂଜାମଣ୍ଡପରେ ମାଆଙ୍କର ବିଲ୍ଵବରଣ, କାଲି ସପ୍ତମୀରେ ଦିଆଯିବ ଚକ୍ଷୁ ଦାନ 

ପାର୍ବଣ ପାଇଁ କମିଶନରେଟ ପୋଲିସ ପକ୍ଷରୁ ସ୍ଵତନ୍ତ୍ର ଟ୍ରାଫିକ୍‌ ରୁଲ୍‌ । କେଉଁ ରାସ୍ତାରେ କେତେବେଳେ ଯିବେ ସେନେଇ ଜାରି ହେଲା ବିଜ୍ଞପ୍ତି

ଦୁର୍ଗାପୂଜା ପାଇଁ ଯାଜପୁରରେ ଚାଲିଛି ଦେବୀ ବିରଜାଙ୍କ ରଥଟଣା । ନିଇତି ବେଢା ପରିକ୍ରମା କରୁଛନ୍ତି ସିଂହଧ୍ଵଜ ରଥ, ନବମୀ ରାତିରେ ଲାଖବିନ୍ଧିବା ପାଇଁ ଯିବେ ମାଆ

ସୁଭଦ୍ରା ଟଙ୍କା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ଼ ସୂଚନା । ଆସନ୍ତାକାଲି ଦିନ ୧୨ଟା ପୂର୍ବରୁ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା । ହିତାଧିକାରୀଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତି ପଠାଇବେ ମୁଖ୍ୟମନ୍ତ୍ରୀ,  'NPCI କ୍ଲିୟରାନ୍ସ ଥିବା ୩୫ ଲକ୍ଷରୁ ଅଧିକ ମହିଳାଙ୍କୁ ମିଳିବ ଟଙ୍କା । 'ସୁଭଦ୍ରା' ପାଇଁ ଏକ କୋଟି ମହିଳା ଆବେଦନ
 

Sponsored
Speed 10 | Argus News