ଢୋଲ ପିଟିଲେ ମୋଦି : ସ୍କ୍ରୋଲ କରି ପଢନ୍ତୁ ଆଜିର Breaking News

Key Points
ଢ଼ୋଲ ପିଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସିଙ୍ଗାପୁରରେ ମୋଦିଙ୍କ ସ୍ୱାଗତ ପାଇଁ ହୋଇଥିଲା ସୁନ୍ଦର ଆୟୋଜନ । ବିଭିନ୍ନ କଳାକାର ମାନେ କରୁଥିଲେ ପ୍ରଦର୍ଶନ । ଏହି ସମୟରେ ମୋଦି ନିଜେ ବାଡ଼ି ଧରି ପିଟିଲେ ଢ଼ୋଲ
ଅର୍ଗସ ବ୍ୟୁରୋ : ଘରେ ରହି କରିପାରିବେନି ସୁଭଦ୍ରା ଫର୍ମ ପାଇଁ ଆବେଦନ । ‘ସୁଭଦ୍ରା’ ଫର୍ମକୁ ନେଇ ଦ୍ୱନ୍ଦ୍ୱ ଦୂର କଲେ ଜନସେବା କେନ୍ଦ୍ର କାର୍ଯ୍ୟକାରୀ ମୁଖ୍ୟ । କେବଳ ଜନ ସେବା, ମୋ ସେବା କେନ୍ଦ୍ରରେ ହୋଇପାରିବ ଆବେଦନ
ଝୋଟ ବ୍ୟାଗ୍ ବଣ୍ଟନରେ ଖର୍ଚ୍ଚ ହୋଇଛି ୨୪୭ କୋଟି । ବିଧାନସଭାରେ ମନ୍ତ୍ରୀ ଖୋଲିଦେଲେ ବିଜେଡି ଗୁମର
ବ୍ରୁନେଇ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପାଖରେ ଅଛନ୍ତି ସୁଲତାନ ହାଜି ହସନାଲ ବୋଲିକିଆହା । ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବା ନେଇ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ଚାଲିଛି
ଢ଼ୋଲ ପିଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସିଙ୍ଗାପୁରରେ ମୋଦିଙ୍କ ସ୍ୱାଗତ ପାଇଁ ହୋଇଥିଲା ସୁନ୍ଦର ଆୟୋଜନ । ବିଭିନ୍ନ କଳାକାର ମାନେ କରୁଥିଲେ ପ୍ରଦର୍ଶନ । ଏହି ସମୟରେ ମୋଦି ନିଜେ ବାଡ଼ି ଧରି ପିଟିଲେ ଢ଼ୋଲ
ଛତିଶଗଡ଼ରେ ବଡ଼ଧରଣର ମାଓ ବିରୋଧୀ ଅପରେସନ ପରେ ଚାଲିଛି ସର୍ଚ୍ଚ ଅପରେସନ । ଗତକାଲି ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ନିହତ ହୋଇଥିଲେ ୯ ମାଓବାଦୀ
📱 Get Argus News App
✨ଭୁବନେଶ୍ବରରେ ପୋଲିସ-ଛାତ୍ର କଂଗ୍ରେସ କର୍ମୀ ଧସ୍ତାଧସ୍ତି । ଛାତ୍ର ସଂସଦ ନିର୍ବାଚନ ଦାବିରେ କଂଗ୍ରେସର ଶୋଭାଯାତ୍ରା
ସେପ୍ଟେମ୍ବର ସୁଦ୍ଧା ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ । ଗୃହରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଦେଲେ ସୂଚନା
ଆଧାର ସଂଶୋଧନ ପାଇଁ ପୋଷ୍ଟ ଅଫିସରେ ପ୍ରବଳ ଭିଡ଼ । ସୋର ମୁଖ୍ୟ ପୋଷ୍ଟ ଅଫିସରେ ଠେଲାପେଲା ଓ ଦଳାଚକଟା, ରାତି ୪ଟାରୁ ଆସି ପୋଷ୍ଟ ଅଫିସ ଆଗରେ ଗହଳି
ଆଳୁ ପରେ ଏବେ ଉପରମୁହାଁ ପିଆଜ ଓ ରସୁଣ । ଗୃହିଣୀଙ୍କୁ କନ୍ଦାଇଲାଣି ପିଆଜ ରସୁଣ । ବ୍ରହ୍ମପୁର ସହରରେ ପିଆଜ କେଜି ୫୫ଟଙ୍କା ଛୁଇଁଛି । ରସୁଣ ଦର ୪ ଶହ ଟଙ୍କାକୁ ବୃଦ୍ଧି ହୋଇଛି
ଅଧା ରାସ୍ତାରେ ଅଟକିଲା ହାୱଡା କନ୍ୟାକୁମାରୀ ଏକ୍ସପ୍ରେସ । ଯାନ୍ତ୍ରିକ ତ୍ରୁଟି ପାଇଁ ୨ଘଣ୍ଟା ଅଟକିଲା ଏକ୍ସପ୍ରେସ, ଯାଜପୁର ଦୁଲାଖାପାଟଣା ପିଏଚ୍ ପାଖରେ ଅଟକିଲା ଟ୍ରେନ