Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Speed 10 : ସ୍କ୍ରୋଲ କରନ୍ତୁ, ଅପଡେଟ୍‌ ଖବର ପାଆନ୍ତୁ

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
Speed 10 : ସ୍କ୍ରୋଲ କରନ୍ତୁ, ଅପଡେଟ୍‌ ଖବର ପାଆନ୍ତୁ

ଅର୍ଗସ ବ୍ୟୁରୋ: ବଢିଚାଲିଛି ପିଆଜ ଦର । ସାରା ଦେଶରେ ଏଭଳି ସ୍ଥିତି । ଖୁବଶୀଘ୍ର ପିଆଜ ଦର କମିବ ବୋଲି କହିଲେ ଖାଦ୍ୟ ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ନବୀନଙ୍କୁ ଅମରଙ୍କ ଟାର୍ଗେଟ୍; କହିଲେ, ବିଜୟର ଶ୍ରେୟ ନେଉଥିଲ, ପରାଜୟର ଦାୟିତ୍ୱ ବି ନିଅ

କଟକରେ ବିଭିନ୍ନ ପୂଜା ମଣ୍ଡପରେ ମା’ଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ । ‘ ଆଗାମୀ ଦିନରେ କଟକ ସହର ସ୍ମାର୍ଟି ସିଟି ଭାବେ ପରିଚିତ ହେବ : ‘କଟକକୁ ସ୍ମାର୍ଟ ସିଟି କରିବା ଦିଗରେ ସରକାର ସଚେତନ ଅଛନ୍ତି’ । ‘କଟକ ସହରକୁ ସ୍ମାର୍ଟ କରିବା ପାଇଁ ବହୁ ଦାବି ହୋଇଆସିଛି’

ସୁଭଦ୍ରାକୁ ନେଇ ବଡ଼ ବୟାନ ରଖିଲେ ଉପମୁଖ୍ୟମନ୍ତ୍ରୀ । ଯେଉଁମାନେ ଯୋଗ୍ୟ କିନ୍ତୁ ଏଯାଏଁ ପାଇ ନାହାନ୍ତି ସେମାନଙ୍କ ଦ୍ୱନ୍ଦ ବି ଦୂର କଲେ ଉପ ମୁଖ୍ୟମନ୍ତ୍ରୀ । ଆବେଦନରେ ତ୍ରୁଟି ଥିଲେ ଫୋନ କଲ ଯିବ ବୋଲି କହିଲେ । ଯେଉଁମାନଙ୍କର କିଛି କମି ରହିଛି ସେମାନଙ୍କୁ ଫୋନ ଯିବ 

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ମଣ୍ଡପ ବୁଲାକୁ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ କଡା ସମାଲୋଚନା । ୨୪ ବର୍ଷ ହେବ ତ କାଇଁ ବୁଲୁ ନଥିଲେ, ଏବେ କାଇଁ ପ୍ରତିଯୋଗିତା କରି ବୁଲୁଛନ୍ତି ବୋଲି କହିଛନ୍ତି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ହେଲା ବଡ଼ ମହାସ୍ନାନ । କଳାହାଟ ଦ୍ୱାର ନିକଟରେ ରକ୍ତ ଛିଟା ପଡ଼ିବାରୁ ବଡ ମହାସ୍ନାନ ହୋଇଛି । ଏଥିପାଇଁ ଏବେ ବନ୍ଦ ରହିଛି ସର୍ବସାଧାରଣ ଦର୍ଶନ । ସୂର୍ଯ୍ୟ ପୂଜା ପରେ ରକ୍ତ ଛିଟା ପଡିଥିବା ଦେଖିବାକୁ ମିଳିଥିଲା 

ଗୁଜୁରାଟର ଏକ ଘରୋଇ କମ୍ପାନୀର କାନ୍ଥ ଭୁଶୁଡ଼ି ୭ ଶ୍ରମିକଙ୍କ ମୃତ୍ୟୁ । ମେହସଣା ଜିଲ୍ଲାରେ ଏକ କମ୍ପାନୀର ନିର୍ମାଣ କାମ ବେଳ ଅଘଟଣ, ଅଣ୍ଡରଗ୍ରାଉଣ୍ଡ ଟାଙ୍କି ବସାଇବା ବେଳେ ଭୁଶୁଡି ପଡ଼ିଲା କାନ୍ଥ

ଟି-୨୦ ୱାର୍ଲ୍ଡକପ୍ ଜିତିବାର ମିଳିଲା ପୁରସ୍କାର । ମହମ୍ମଦ ସିରାଜ୍ ଙ୍କୁ ତେଲେଙ୍ଗାନାର ଡିଏସ୍‌ପି ଭାବେ ନିଯୁକ୍ତ କଲେ ତେଲେଙ୍ଗାନା ସରକାର 

ଆଜି ମହାମାୟାଙ୍କ ମହାନବମୀ ପୂଜା । ଆସନ୍ତାକାଲି ରାବଣ ପୋଡି ପାଇଁ ଟ୍ଵିନସିଟିରେ ଜୋରଦାର ପ୍ରସ୍ତୁତି । ସଂଧ୍ୟା ହେଲେ ଜମୁଛି ଭକ୍ତଙ୍କ ଭିଡ଼

ବିଭିନ୍ନ ପୂଜା ମଣ୍ଡପ ପାଖ ଖାଦ୍ୟ ଦୋକାନରେ ବିଏମ୍‌ସିର ଚଢ଼ାଉ । ବିଭିନ୍ନ ଫାଷ୍ଟଫୁଡ୍ ଦୋକାନରେ ଫୁଡ୍ ସେଫ୍ଟି କମିଶନର୍‌ଙ୍କ ଯାଞ୍ଚ,  ରସୁଲଗଡ଼, ନୟାପଲ୍ଲୀ, ବରମୁଣ୍ଡା ପୂଜା ବଜାରରେ ଚଢ଼ାଉ।  ବାସି ଖାଦ୍ୟ ଓ ରଙ୍ଗ ମିଶା ଖାଦ୍ୟ ବିକ୍ରି ଅଭିଯୋଗରେ ରେଡ୍
 

Sponsored
Speed 10 | Argus News