Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - Speed 10 : ସ୍କ୍ରୋଲ କରନ୍ତୁ, ଦିନତମାମର ଖବର ପଢନ୍ତୁ

Odisha

Speed 10 : ସ୍କ୍ରୋଲ କରନ୍ତୁ, ଦିନତମାମର ଖବର ପଢନ୍ତୁ

Sarbeswar Mohapatra
Browse all articles by Sarbeswar Mohapatra
·1 year ago·1 min read
Speed 10 : ସ୍କ୍ରୋଲ କରନ୍ତୁ, ଦିନତମାମର ଖବର ପଢନ୍ତୁ

ଅର୍ଗସ ବ୍ୟୁରୋ: ବଙ୍ଗୋପସାଗରରେ ଅବପାତ; ୧୧ ତାରିଖ ଯାଏଁ ପ୍ରବଳ ବର୍ଷା ସମ୍ଭାବନା । ପ୍ରଭାବରେ ଭୀଷଣ ବର୍ଷା ନେଇ ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ଆଜି ନୂଆଁଖାଇରୁ ଆରମ୍ଭ ହେଲା ଯାଉଛି ସିଏମ କିଷାନ ଯୋଜନା । ଏଥିରେ ଚାଷୀ ପାଇବେ ୪ ହଜାର ଟଙ୍କାର ଆର୍ଥିକ ସହାୟତା । ଚାଷୀଙ୍କୁ ଏହି ଆର୍ଥିକ ସହାୟତା ଯୋଗାଇ ଦେବା ଲାଗି ରାଜ୍ୟ ସରକାର ୧୯ଶହ ୩୫ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି

ନୂଆଁଖାଇ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମାଜର ଉନ୍ନତି ପାଇଁ କୃଷକଙ୍କ ଅବଦାନ ମହାନ୍ ପର୍ବ କହିଲେ ପ୍ରଧାନମନ୍ତ୍ରୀ

ନୂଆଁଖାଇ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ । ସମଲେଇଙ୍କୁ ଦର୍ଶନ କରିବା ସହିତ ଖାଇଲେ ନୂଆଁ

ଦୀପ-ବୀରଙ୍କ ଘରକୁ ଆସିଲେ ନୂଆ ଅତିଥି । ଝିଅ ଜନ୍ମ ଦେଲେ ଦୀପିକା । ବାପା ମାଆ ହେଲେ ରଣବୀର, ଦୀପିକା 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଲଗାଣ ବର୍ଷାରେ ବେହାଲ କୋରାପୁଟ, ବଢୁଛି କୋଲାବ ନଦୀର ଜଳସ୍ତର

ଦୁର୍ଗା ପୂଜା ଭସାଣିରେ ଲେଜର୍ ଲାଇଟ୍ ଓ ଫାୟାର୍ ଗନ୍‌ ମନା । ପ୍ରଶାସନ ସହ ଶାନ୍ତି କମିଟି ବୈଠକରେ ହେଲା ନିଷ୍ପତ୍ତି

ଟାଟା ନଗର-ବ୍ରହ୍ମପୁର ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ୍ । ବାଂଶପାଣି ଓ କେନ୍ଦୁଝରଗଡ଼ ଷ୍ଟେସନରେ ପହଞ୍ଚିଲା ଟ୍ରେନ୍ । ଯାତ୍ରୀଙ୍କ ମଧ୍ୟରେ ବଢିଲା ଉତ୍କଣ୍ଠା, ଆସନ୍ତା ୧୫ରୁ ଶୁଭାରମ୍ଭ ହେବ । ମଙ୍ଗଳବାର ବ୍ୟତୀତ ସପ୍ତାହକୁ ୬ ଦିନ ଚାଲିବ

ପ୍ୟାରିସ ପାରାଲିମ୍ପିକ୍ସ: ଜାଭେଲିନରେ ଗୋଲ୍ଡକୁ ବଦଳିଲା ନବଦୀପ ସିଂଙ୍କ ସିଲଭର୍ ମେଡାଲ୍

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ମୋଇନ ଅଲ୍ଲୀ । ଇଂଲଣ୍ଡ କ୍ରିକେଟ ଟିମ୍‌ର ଦକ୍ଷ ଅଲ୍ଲରାଉଣ୍ଡର ମୋଇନ ଅଲ୍ଲୀ
 

Argus Whatsapp Channel Mobile Top
Sponsored
Bhubaneswar | Argus News