Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - Speed 10 : ସ୍କ୍ରୋଲ କରନ୍ତୁ, ସାରାଦିନର ଖବର ପଢନ୍ତୁ

Odisha

Speed 10 : ସ୍କ୍ରୋଲ କରନ୍ତୁ, ସାରାଦିନର ଖବର ପଢନ୍ତୁ

Sarbeswar Mohapatra
Browse all articles by Sarbeswar Mohapatra
·1 year ago·1 min read
Speed 10 : ସ୍କ୍ରୋଲ କରନ୍ତୁ,  ସାରାଦିନର ଖବର ପଢନ୍ତୁ

ଅର୍ଗସ ବ୍ୟୁରୋ: ବିଜେଡିକୁ ପୁଣି ଶକ୍ତ ଝଟ୍‌କା । ସାଂସଦ ପଦ ସହିତ ଦଳର ପ୍ରାଥମିକତା ସଦସ୍ୟତା ପଦରୁ ଦେଲେ ଇସ୍ତଫା । କହିଲେ, ଜମି, ଛତୁଆ, ଟେଣ୍ଡର ଫିକ୍ସିଂରେ ପ୍ରବଳ ଦୁର୍ନୀତି ହୋଇଛି, କହିଲେ କେହି ଶୁଣୁନାହାନ୍ତି

ବିଜେଡି ଛାଡି ବିଜେପିରେ ମିଶିଲେ ସୁଜିତ । କହିଲେ, ଦଳରେ ସାମିଲ ହୋଇଛି ବହୁତ ଖୁସି, ଲୋକଙ୍କ ପାଇଁ କାମ କରିବି

ଆଳୁ ପରେ ଦିଦିଙ୍କ କୁକୁଡା ମନମାନି । ସୀମାରେ ପ୍ରବେଶ ପାଇଁ ଅପେକ୍ଷା କରିଛି ଟ୍ରକ୍‌, ବଙ୍ଗ ଯିବାକୁ ଅନୁମତି ଦେଉନି ପୋଲିସ

ପୁରୀରେ ପ୍ରବଳ ବର୍ଷା । ବଡଦାଣ୍ଡରେ ଲହରୀ ଭାଙ୍ଗୁଛି ବର୍ଷା ପାଣି, ହନ୍ତସନ୍ତ ହେଲେ ଭକ୍ତ

ଭିଜିଲାନ୍ସ ଜାଲରେ କେନ୍ଦୁଝର ଜିଲ୍ଲା ମୁଖ୍ୟ କାରାଗାରର ଅଧୀକ୍ଷକ । କେନ୍ଦୁଝର ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ ସତ୍ୟପ୍ରକାଶ ସ୍ବାଇଁଙ୍କ ଘରେ ରେଡ୍ ମାରିଲା ଭିଜିଲାନ୍ସ, ମିଳିଲା ଟଙ୍କା ଓ ଗହଣା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କଂଗ୍ରେସରେ ସାମିଲ ହେଲେ ଭିନେଶ ଓ ବଜରଙ୍ଗ । ଖ୍ୟାତନାମା  ରେସଲର ଭିନେଶ ଫୋଗଟ ଓ ବଜରଙ୍ଗ ପୁନିଆ

ପୁଣି ବିସ୍ଫୋରକ ବୟାନ ଦେଲେ ବିଜେପି ରାଜ୍ୟସଭା ସାଂସଦ ମମତା ମହାନ୍ତ । କହିଲେ, ସୁଜିତ  ଆହୁରି ଲମ୍ବା ଲାଇନ ଅଛି, ସମୟକୁ ଅପେକ୍ଷା କରନ୍ତୁ

ସୁଭଦ୍ରାକୁ ନେଇ ଦ୍ବନ୍ଦ୍ବ ଦୂର କଲେ ଉପମୁଖ୍ୟମନ୍ତ୍ରୀ । `ସେପ୍ଟେମ୍ବର ୧୭ ପରେ ଆବେଦନ କଲେ ବି କିସ୍ତି ମିଳିବ, ପଞ୍ଜିକରଣ ପ୍ରକ୍ରିୟା ଜାରି ରହିବ କହିଲେ ଉପମୁଖ୍ୟମନ୍ତ୍ରୀ

ଆର ଜି କର ମେଡିକାଲର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ଘରେ ଇଡି ରେଡ୍ । ମନି ଲଣ୍ଡ୍ରିଂ ମାମଲାରେ ସନ୍ଦୀପଙ୍କ ଘରେ ଇଡି ରେଡ୍ ନେଇ ମିଳିଲା ସୂଚନା

ରେଭେନ୍ସା : ବିଜେଡିକୁ ପ୍ରଶ୍ନବାଣରେ ଘାଇଲା କଲେ ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ । କହିଲେ, ନିର୍ବାଚନମଣ୍ଡଳୀ ନହେବା ପରେ ବି କାହିଁକି ଯାଇଥିଲେ ବ୍ୟୋମକେଶ ?

 

Sponsored
Speed 10 | Argus News