ସକାଳୁ ଏଯାଏ ବ୍ରେକିଂ ନ୍ୟୁଜ୍ ଜାଣିବା ପାଇଁ ସ୍କ୍ରୋଲ କରନ୍ତୁ

ଅର୍ଗସ ବ୍ୟୁରୋ: ଆଜି ଶ୍ରୀମନ୍ଦିରରେ ପାଳନ ହେବ ଦୀପାବଳି । ପାଞ୍ଜିକା ଦ୍ଵନ୍ଦ୍ଵ ଭିତରେ ଗତକାଲି କିଛି ଭକ୍ତ ପ୍ରୟାଶ୍ରାଦ୍ଧ ଦେଇଥିବା ବେଳେ ସିଂହଦ୍ଵାର ସାମ୍ନାରେ ଆଜି ଭକ୍ତ ଡାକିବେ ବଡବଡୁଆ
ହଠାତ୍ କଟକରେ ବଦଳିଲା ପାଗର ମିଜାଜ୍ । ସକାଳ ୭ଟାରୁ କାଚିଲା ବର୍ଷା, ଜନଜୀବନ ପ୍ରଭାବିତ
କାଳୀପୂଜାରେ ଅଘଟଣ । ଅଧ ରାତିରେ ଭୁବନେଶ୍ଵର ୧ ନଂ ମାର୍କେଟ୍ରେ ଲାଗିଲା ନିଆଁ, ନିଆକୁ ଆୟତ୍ତ କରିବାକୁ ୧୦ ଦମକଳବାହିନୀ ନିୟୋଜିତ
ବଢିଲା ଗ୍ୟାସଦର । ବାଣିଜ୍ୟିକ ଗ୍ୟାସ୍ ସିଲିଣ୍ଡର ଦର ବଢ଼ିଲା,୧୯ କେଜି ସିଲିଣ୍ଡର ପିଛା ଦର ୬୨ ଟଙ୍କା ବଢ଼ିଲା । ଆଜିଠୁ ବର୍ଦ୍ଧିତ ସିଲିଣ୍ଡର ଦର ୧,୮୦୨ ଟଙ୍କା ଲାଗୁ
📱 Get Argus News App
✨ଆଜିଠୁ ୭ ମାସ ପର୍ଯ୍ୟନ୍ତ ମାଛଧରା ଉପରେ କଟକଣା। ମେ ୩୧ ତାରିଖ ପର୍ଯ୍ୟନ୍ତ ମାଛଧରା ଉପରେ କଟକଣା ଲାଗିଛି। ସମୁଦ୍ରକୂଳରୁ ୨୦ କିଲୋମିଟର ପର୍ଯ୍ୟନ୍ତ ମାଛଧରା ନିଷେଧ
ରାଜଧାନୀରେ ବାଣ ଫୁଟାଇବା ନିୟମର ଖୋଲା ଉଲ୍ଲଂଘନ। ରାଜ୍ୟ ପ୍ରଦୂଷଣ ବୋର୍ଡ ଗାଇଡଲାଇନକୁ ଫୁ କରି ଉଡ଼ାଇଲେ ଭୁବନେଶ୍ବର ବାସିନ୍ଦା
ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ଦୀପାବଳୀ ପାଳିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଜନ୍ମମାଟି ରାଇକଳାରେ ସୋହରାଇ ପୂଜାରେ ଯୋଗ ଦେଲେ, ମା' କାଳୀଙ୍କ ଆରାଧନା ପାଇଁ ବଜାଇଲେ ପାରମ୍ପରିକ ମାଦଳ
ଭୁବନେଶ୍ବରରେ ବାଣ ଫୁଟାଇ ସ୍ବାମୀ, ସ୍ତ୍ରୀ ଗୁରୁତର ଆହତ । ୩୦ରୁ ଅଧିକ ପିଲା ଓ ଯୁବକ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି, କ୍ୟାପିଟାଲ ହସ୍ପିଟାଲରେ ବଢୁଛି ପୋଡ଼ାଜଳା ମାମଲା
ଆଇପିଏଲ୍ ନିଲାମ ପୂର୍ବରୁ ଆସିଲା ଖେଳାଳି ତାଲିକା । ପ୍ରକାଶ ପାଇଲା ବିଭିନ୍ନ ଦଳର ରିଟେନ ଓ ରିଲିଜ ତାଲିକା, ଗତ ସିଜନର ୫ ଖେଳାଳିଙ୍କୁ ରଖିଲା ମୁମ୍ବାଇ ଇଣ୍ଡିଆନ୍ସ । ରୋହିତ ଶର୍ମା, ଯଶପ୍ରୀତ ବୁମ୍ରା, ହାର୍ଦ୍ଦିକ ପାଣ୍ଡ୍ୟା ରହିଲେ । ସୂର୍ଯ୍ୟ କୁମାର ଯାଦବ ଓ ତିଲକ ବର୍ମାଙ୍କୁ ରିଟେନ କଲା MI
ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ଆଶଙ୍କା; ନଭେମ୍ବର ପ୍ରଥମ ସପ୍ତାହରେ ବଡ଼ ବର୍ଷା!