Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - speed 10; ପଢନ୍ତୁ ଦିନର ଅପଡେଟ୍ ଖବର...

Odisha

speed 10; ପଢନ୍ତୁ ଦିନର ଅପଡେଟ୍ ଖବର...

Smruti Parija
Browse all articles by Smruti Parija
·1 year ago·2 min read
speed 10; ପଢନ୍ତୁ ଦିନର ଅପଡେଟ୍ ଖବର...
  • ରାଜ୍ୟସଭା ଉପନିର୍ବାଚନ ପାଇଁ 9 ତାରିଖରେ ବିଜେପିର ନାମାଙ୍କନ...ଆସନ୍ତା କାଲି ଦଳ ପକ୍ଷରୁ କରାଯାଇ ପାରେ ପ୍ରାଥିଙ୍କ ନାଁ ଘୋଷଣା...ମମତାଙ୍କ ଫର୍ମୁଲାରେ ସୁଜିତଙ୍କ ନାଁ ରେ ମୋହର ମାରିପାରେ ଦଳ
  • ବିଭିନ୍ନ ବାଟାଲିୟନରେ ସିପାହୀ ଓ କନଷ୍ଟେବଳ ପଦ ପାଇଁ ଥିବା ଆଶାୟୀଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି... ସିପାହୀ ଓ କନଷ୍ଟେବଳ ପଦ ପାଇଁ ଥିବା ଧାର୍ଯ୍ୟ ବୟସକୁ ୬ ବର୍ଷ ଅଧିକ ବୃଦ୍ଧି ପାଇଁ ଯୁଗାନ୍ତକାରୀ ରାୟ ଦେଇଛନ୍ତି ହାଇକୋର୍ଟ
  • ପ୍ରବଳ ହଟ୍ଟଗୋଳ ଯୋଗୁ ଚାଲି ପାରିଲା ନାହିଁ ପ୍ରଶ୍ନକାଳ...ବିରୋଧୀ ସଦସ୍ୟଙ୍କ ଗୃହ ମଧ୍ୟରେ ହୋହାଲ୍ଲା, ନାରାବାଜି...ଅପରାହ୍ନ 11ଟା 30 ପର୍ଯ୍ୟନ୍ତ ଗୃହ ମୁଲତବୀ
  • କଂଗ୍ରେସ ପକ୍ଷ୍ୟରୁ ଦିଆଯାଇଥିବା ପୋଲାଭରମ ପ୍ରସଙ୍ଗରେ ମୁଲତବୀ ଅଗ୍ରାହ୍ୟ ହେବାରୁ କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ...  ଗୃହ ମଧ୍ୟଭାଗକୁ ଆସି ହଟ୍ଟଗୋଳ.. ବାଚସ୍ପତିଙ୍କ ପୋଡିଅମ ତଳେ କଂଗ୍ରେସ ବିଧାୟକଙ୍କ ନାରାବାଜି...
  • ଭିଜିଲାନ୍ସ ଜାଲରେ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର ଏସିଏଫ୍ ରେବତୀ ରମଣ ଯୋଶୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ  ସମ୍ବଲପୁର, ବରଗଡର ୯ଟି ସ୍ଥାନରେ ଚଢଉ ହୋଇଛି
  • ବୋହୂ ପରେ ପୁଅର ମୃତ୍ୟୁ... କଟକ ବାରଙ୍ଗ ଥାନା ଗୋଡି ସାହି ଫାଣ୍ଡି ବରସିଂଘା ଅଞ୍ଚଳରେ ପୁଅବୋହୂଙ୍କୁ ପେଟ୍ରୋଲ ଢାଲି ନିଆଁ ଲଗାଇ ଦିଆଯାଇଥିଲା ବାପା...
  • ମହେନ୍ଦ୍ରଗିରି ବନାଞ୍ଚଳରେ ବୁଲୁଛି ମହାବଳ ବାଘ ...ବାଘର ଗତିବିଧି ଜଣାପଡ଼ିବା ପରେ ଗୋଷାଣୀ ବ୍ଳକ୍ ରାମଚନ୍ଦ୍ରପୁର ଓ କହ୍ନେଇପୁର ଗ୍ରାମବାସୀଙ୍କୁ ରାତିରେ ସତର୍କ ରହିବାକୁ ସଚେତନ କରାଯାଉଛି
  • ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ...ଜନ୍ମମାଟି କୁସୁମୀ ବ୍ଲକ ଅନ୍ତର୍ଗତ "ଉପରବେଡା" ଗ୍ରାମକୁ ଯିବେ ମହାମହିମ...ମହାମହିମଙ୍କ ଗସ୍ତ ନେଇ ଉତ୍ସାହିତ ଗ୍ରାମବାସୀ
  • ପୁଣିଥରେ ଶିମିଳିପାଳରୁ ୨ ଶିକାରୀଙ୍କୁ ଗିରଫ କଲା ବନବିଭାଗ...ସୁରକ୍ଷା ପାଇଁ ଲାଗିଥିବା ଏଆଇ  ଟ୍ରାପ କ୍ୟାମେରା ହିଁ ଶିକାରୀଙ୍କୁ ଧରିବାରେ  ସାହାଯ୍ୟ କରିଛି...୨ଜଣ ଯାକ ଅଭ୍ୟାସଗତ ବନ୍ୟଜନ୍ତୁ ଶିକାରୀ 
  •  ଆଡିଲେଡ୍ ଟେଷ୍ଟରେ ଟସ୍ ଜିତି ଟିମ୍ ଇଣ୍ଡିଆର ବ୍ୟାଟିଂ ନିଷ୍ପତ୍ତି ... ଏହି ଦିବାରାତ୍ର ଟେଷ୍ଟ ମ୍ୟାଚରେ  ଖାତା ଖୋଲିବା ପୂର୍ବରୁ ପାଭିଲିୟନକୁ ଫେରିଲେ ଓପନର ଯଶସ୍ବୀ ଯଶଓ୍ବାଲ 
  • ଉଦଯାପିତ ହେଲା କୋଣାର୍କ ଉତ୍ସବ ...ଅନ୍ତିମ ପର୍ଯ୍ୟାୟରେ ଦର୍ଶକଙ୍କ ମନ ମୋହିଲା ଭାରତନାଟ୍ୟମ୍ ନୃତ୍ୟ...ବାଲୁକା କଳାରେ ପୁରୁଷ ବର୍ଗରେ ଦେଖିବାକୁ ମିଳିଥିଲା ମାଣବସା ଗୁରୁବାରର ଚିତ୍ର...5 ଦିନ ଧରି ଚାଲିଥିଲା କୋଣାର୍କ ଉତ୍ସବ ...
     
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
speed 10; know-todays-news | Argus News