Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - Speed 10 : ସ୍କ୍ରୋଲ କରନ୍ତୁ, ଅପଡେଟ୍‌ ନ୍ୟୁଜ ପାଆନ୍ତୁ

Odisha

Speed 10 : ସ୍କ୍ରୋଲ କରନ୍ତୁ, ଅପଡେଟ୍‌ ନ୍ୟୁଜ ପାଆନ୍ତୁ

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
Speed 10 : ସ୍କ୍ରୋଲ କରନ୍ତୁ, ଅପଡେଟ୍‌ ନ୍ୟୁଜ ପାଆନ୍ତୁ

ଅର୍ଗସ ବ୍ୟୁରୋ:  ଶେଷଯାତ୍ରାରେ ରତନ ଟାଟା; ୱର୍ଲି ଅଭିମୁଖେ ଗଲା ମରଶରୀର ।  NCPA ଗ୍ରାଉଣ୍ଡରେ ଶେଷ ଦର୍ଶନ ପରେ ଅନ୍ତିମ ଯାତ୍ରା, ଅନ୍ତିମ ଯାତ୍ରାରେ ସାମିଲ ହେଲେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ 

NCPA ଗ୍ରାଉଣ୍ଡ ବାହାରେ ରତନ ଟାଟାଙ୍କ କୁକୁର ଗୋଆ । ନିଜ ମାଲିକଙ୍କ ଶେଷ ଯାତ୍ରାରେ ସାମିଲ ହୋଇଛି, ଆଖିରୁ ଲୁହ ଝରାଉଛି

ରତନ ଟାଟାଙ୍କ ଅନ୍ତିମ ଦର୍ଶନ ପାଇଁ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସମାଗମ । ମୁମ୍ବାଇ NCPA ଗ୍ରାଉଣ୍ଡରେ ଶେଷ ଦର୍ଶନ କଲେ ଗୃହ ମନ୍ତ୍ରୀ ଅମିତ ଶାହ, ଶେଷ ଦର୍ଶନ ସହ ରତନ ଟାଟାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଅମିତ ଶାହ

ରତନ ଟାଟାଙ୍କ ପରଲୋକ । ଶୋକ ପ୍ରକାଶ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  ‘ପରୋପକାର ପାଇଁ ଚିରସ୍ମରଣୀୟ ହୋଇ ରହିବେ’ । ଲକ୍ଷାଧିକ ଲୋକଙ୍କ ପାଇଁ ପ୍ରେରଣା ହୋଇ ରହିବେ’

ଯାଜପୁର ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମରେ ଅମର ଶତପଥୀଙ୍କ ଅନୁପସ୍ଥିତି ପ୍ରସଙ୍ଗ । ବିଭିନ୍ନ ଚର୍ଚ୍ଚା, ଆଲୋଚନା ପରେ ପ୍ରତିକ୍ରିୟା ରଖିଲେ ଅମର ଶତପଥୀ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କେନ୍ଦ୍ର ପରେ ରାଜ୍ୟ ବଢ଼ାଇବ ଗରିବଙ୍କୁ ମାଗଣା ଚାଉଳ ଅବଧି । ମାଗଣା ଚାଉଳ ଅବଧି ବୃଦ୍ଧି କରାଯିବ କହିଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ରାଜ୍ୟର ନିଜସ୍ବ ଯୋଜନାରେ ଚାଉଳ ଯୋଗାଣ ଅବଧି ବୃଦ୍ଧି କରାଯିବ । ‘କେନ୍ଦ୍ର ୨୦୨୮ ଯାଏଁ ଚାଉଳ ଅବଧି ବୃଦ୍ଧି କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ’

ସାଲିଆ ସାହିରେ ପୁଣି ଅବକାରୀ ବିଭାଗର ରେଡ୍, ଶହ ଶହ ଲିଟର ଦେଶୀ ମଦ ଜବତ

କାଲିଠୁ ୩ଦିନ ପୂଜା ମଣ୍ଡପ ବୁଲିବେ ମୁଖ୍ୟମନ୍ତ୍ରୀ । ବିଭିନ୍ନ ପୂଜା ମଣ୍ଡପ ବୁଲି ଦେଖିବେ CM ମୋହନ ମାଝୀ, ଭୁବନେଶ୍ବର, କଟକ ଓ କେନ୍ଦୁଝର ମଣ୍ଡପ ବୁଲିବେ

୨ ଦିନିଆ ଲାଓସ ଗସ୍ତରେ ପ୍ରଧାନମନ୍ତ୍ରୀ । ଆସିଆନ ସମ୍ମିଳନୀରେ ଯୋଗ ଦେବାକୁ ୨ଦିନିଆ ଲାଓସ ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 

ଆଜି ମହାମାୟାଙ୍କ ମହାସପ୍ତମୀ ପୂଜା । ପୀଠରେ ଚାଲିଛି ଅଷ୍ଟମୀ ପୂଜା, ପାର୍ବଣ ପାଇଁ ଟ୍ଵିନସିଟିରେ ପ୍ରବଳ ଭିଡ । ସେପଟେ ବିରଜା ରଥଯାତ୍ରାର ଆଜି ଅଷ୍ଟମ ଦିନ
 

Argus Whatsapp Channel Mobile Top
Sponsored
Speed 10 | Argus News