Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Speed 10 : ବ୍ରେକିଂ ନ୍ୟୁଜ ପାଇଁ ଦେଖନ୍ତୁ...

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
Speed 10 : ବ୍ରେକିଂ ନ୍ୟୁଜ ପାଇଁ ଦେଖନ୍ତୁ...

ଅର୍ଗସ ବ୍ୟୁରୋ: ଗତକାଲି ବବି ଦାସଙ୍କ ରଣହୁଙ୍କାର ପରେ ଆଜି ଯାଜପୁର ବିଧାୟିକା ସୁଜାତା ସାହୁଙ୍କ ବଡ଼ ବୟାନ । କହିଲେ ମୋର ଇସ୍ତଫା ଦେବାର ନାହିଁ କି ଯାଜପୁରରେ ଉପ-ନିର୍ବାଚନ ହେବାର ନାହିଁ

ଦିଲ୍ଲୀରେ ନିବେଶକଙ୍କ ସହ ଆଲୋଚନା ପରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା । 'ପୁଞ୍ଜି ବିନିଯୋଗ ନେଇ ସକରାତ୍ମକ ଆଲୋଚନା ହୋଇଛି । କେମିତି ଅଧିକ ବିଦେଶୀ ପୁଞ୍ଜି ନିବେଶ ହେବ ସେନେଇ ଆଲୋଚନା ହୋଇଛି

ଇସ୍ରାଏଲର ଜୋର୍‌ଦାର୍ ଏୟାର ଷ୍ଟ୍ରାଇକ, ଆକ୍ରମଣରେ ହମାସ ମୁଖ୍ୟ ନିପାତ । ଇରାନ ଉପରେ ୪୦୦ ରୁ ଅଧିକ କ୍ଷେପଣାସ୍ତ୍ର ମାଡ଼ କରିଛି ଇରାନ୍‌

କଟକ ସହର ସମ୍ପର୍କିତ ଜନସ୍ୱାର୍ଥ ମାମଲାରେ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ । ପାର୍ବଣରେ ଡିଜେ ବଜାଇବାକୁ ଅନୁମତି, ୬୫ ଡେସିବେଲ୍‌ ଭିତରେ ରହିବ । ରାସ୍ତାଘାଟ ମରାମତି ନେଇ ବି ଅସନ୍ତୋଷ ଝାଡ଼ିଲେ ହାଇକୋର୍ଟ । ୭ ଦିନ ଭିତରେ ରାସ୍ତାଘାଟ ଚକାଚକ କରିବାକୁ ଦେଲେ ନିର୍ଦ୍ଦେଶ

ଦାୟିତ୍ଵ ନେଲେ ନୂଆ ଡିସିପି । ଭୁବନେଶ୍ଵର ନୂଆ ଡିସିପି ଭାବେ ଦାୟିତ୍ଵ ନେଲେ ପିନାକ ମିଶ୍ର ।୨୦୧୧ ବ୍ୟାଚ୍‌ର ଆଇପିଏସ୍ ଅଫିସର ପିନାକ ମିଶ୍ର, ୨୦୨୨ରେ କଟକ ଡିସିପି ଭାବେ ଦାୟିତ୍ଵ ତୁଲାଇଛନ୍ତି ପିନାକ ମିଶ୍ର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଓଡ଼ିଶାରେ ଅଛନ୍ତି ମୋଟ୍ ୬୯୬ କଲରାପତରିଆ ବାଘ । ରାଜ୍ୟର ପ୍ରଥମ କଲରାପତରିଆ ଗଣନା ରିପୋର୍ଟରୁ ଆସିଛି ଏହି ତଥ୍ୟ । ଚଳିତ ଥର ନିଜସ୍ବ କଲରାପତରିଆ ଗଣନା କରିଛି ବନବିଭାଗ 

ବିଜେଡିକୁ ନେଇ ବିଜେପି ବିଧାୟକ ସନାତନ ବିଜୁଳିଙ୍କ ବଡ଼ ବୟାନ । ବିଜେଡି ଶେଷ ହେବାକୁ ଯାଉଛି, ଆଉ ବିକଳ୍ପ ନାହିଁ କହିଲେ ସନାତନ । ଭାଙ୍ଗିବାକୁ ପଡ଼ିବନି, ଆପେ ଆପେ ଭାଙ୍ଗିଯିବ ଶଙ୍ଖ ଦଳ

ଯାଜପୁରରେ ଆଜିଠୁ ଗଡିଲା ସିଂହଧ୍ଵଜ ରଥ । ୯ ଦିନ ପାଇଁ ମନ୍ଦିର ଚାରିପାଖରେ ଗଡ଼ିବ ରଥ, ପଂଚମୀ ଓ ଅଷ୍ଟମୀରେ ରହିଛି ମହାସ୍ନାନ ନୀତି, ନିଇତି ସକାଳୁ ହେଉଛି ପାଦ ଦର୍ଶନ

ଓଡ଼ିଆ ଚାଷୀଙ୍କ ପାଇଁ ବଡ଼ ଅପଡେଟ; ୫ରେ ମିଳିବ ପିଏମ କିଷାନ ଟଙ୍କା, ଚାଷୀ ପାଇବେ ୬ ହଜାର ! 

୨ ଦିନ ହେଲାଣି ଜଳୁଛି ଟ୍ଵିନସିଟି । ଅସହ୍ୟ ଗୁଳଗୁଳିରେ ଛଟପଟ ରାଜଧାନୀବାସୀ
 

Sponsored
Speed 10 | Argus News