speed 10; ସ୍କ୍ରୋଲ୍ କରନ୍ତୁ ଖବର ପଢନ୍ତୁ...

ଆଜିଠୁ ଓଡିଶାର ଶିଳ୍ପ ମହାକୁମ୍ଭ ଉତ୍କର୍ଷ ଓଡିଶା...ଜନତା ମଇଦାନରେ ଜମିବ ବଡ ବଡ ଶିଳ୍ପପତିଙ୍କ ଆସର । କାର୍ଯ୍ୟକ୍ରମକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ମୋଦିଙ୍କ ଓଡ଼ିଶା ଗସ୍ତକୁ ନେଇ ଟ୍ରାଫିକ କଟକଣା...ସକାଳ 10ଟା 25ରୁ 11ଟା 10 ଓ ଅପରାହ୍ନ 12ଟା 20ରୁ 1ଟା 05 ପର୍ଯ୍ୟନ୍ତ ଟ୍ରାଫିକ କଟକଣା...ଏୟାରପୋର୍ଟ ଛକରୁ ନାଲକୋ ଛକ ପର୍ଯ୍ୟନ୍ତ ଟ୍ରାଫିକ କଟକଣା
ଆଜି 5ଟି ଓ ଆସନ୍ତାକାଲି 10ଟି ଅଧିବେଶନ ଅନୁଷ୍ଠିତ ହେବ... ଜାନୁଆରୀ 28-29 ଦୁଇ ଦିନ ଧରି 4ଟି ପ୍ଲେନାରି ସେସନ, 16ଟି ସେକ୍ଟରାଲ ସେସନ ଓ 4ଟି ଗୋଲଟେବୁଲ ବୈଠକ ରହିଛି । ମହାକୁମ୍ଭରେ 16 ଟି ଦେଶର କୁଟନୈତିଜ୍ଞ ଏବଂ ପ୍ରତିନିଧି ଦେବେ ଯୋଗ
ଘନ କୁହୁଡିରୁ ମିଳୁନି ନିସ୍ତାର... ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ଜାରି ରହିଛି ଏଭଳି ସ୍ଥିତି...କେନ୍ଦ୍ରାପଡା, ଯାଜପୁର, କଟକ, ଖୋର୍ଦ୍ଧା, ନୟାଗଡ, ଅନୁଗୁଳ, ଢେଙ୍କାନାଳ, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି ଏବଂ କନ୍ଧମାଳ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି
ଶିମିଳିପାଳ ଅଭୟାରଣ୍ୟ ସୁରକ୍ଷାରେ ନିୟୋଜିତ ଥିବା ପୋଷାହାତୀ "ଭବାନୀ"ର ମୃତ୍ୟୁ ଘଟିଛି । ଆଜି ସକାଳ ୬ଟା ୧୦ରେ ମୃତ୍ୟୁ ହୋଇଥିବା ନେଇ ଜଣାପଡିବା ପରେ ବନକର୍ମଚାରୀ ଓ ପ୍ରାଣୀପ୍ରେମୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି
📱 Get Argus News App
✨ଓମଫେଡ୍ ଗାଡିକୁ ପିଟିଲା ହାଇୱା ...ନରାଜରୁ ଫୁଲନଖରା ଯାଉଥିବା ସମୟରେ କଟକର ତେଲେଙ୍ଗାପେଣ୍ଠ ନିକଟରେ ଏକ ହାଇୱା ସହିତ ଦୁର୍ଘଟଣାଗ୍ରସ୍ତ ହୋଇଛି କ୍ଷୀର ଗାଡି...ଜଣେ ଗୁରୁତର
ଆମେରିକାର ନୂଆ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...ଟ୍ରମ୍ପ ଦ୍ୱିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ମୋଦି ତାଙ୍କସହ ଫୋନରେ କଥା ହୋଇଛନ୍ତି ... ବିଶ୍ବର ଶାନ୍ତି, ସମୃଦ୍ଧି ଓ ସୁରକ୍ଷା ପାଇଁ ଏକାଠି କାମ କରିବେ ଉଭୟ ରାଷ୍ଟ୍ର
ଦିଲ୍ଲୀ ବୁରାଡୀରେ ଭୁଷୁଡ଼ିଲା ୪ ମହଲା କୋଠା...ବିଲ୍ଡିଂ ତଳେ ଫଶିଛନ୍ତି ଅନେକ ଶ୍ରମିକ...ମାଟିତଳେ ଚାପି ହୋଇ ୭ ବର୍ଷର ଛୁଆର ମୃତ୍ୟୁ...ପୋଲିସ, ଦମକଳ ଓ ଏନଡିଆରଏଫ ଯବାନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଛନ୍ତି ଆରମ୍ଭ ଦୀର୍ଘ 4 ବର୍ଷ ପରେ ଅଭିଯୁକ୍ତ ଗିରଫ
କଟକ ନୟାସଡକ ଆଇଆଇଏଫଏଲ ସୁନା ଠକେଇ ଘଟଣାର ମାଷ୍ଟର ମାଇଣ୍ଡକୁ ଗିରଫ କଲା କଟକ ମଙ୍ଗଳାବାଗ ଥାନା ପୁଲିସ...ଅଭିଯୁକ୍ତ ଜଣକ ମଣିପୁରମ ଗୋଲ୍ଡ ଲୋନ ବ୍ୟାଙ୍କରେ ମ୍ୟାନେଜର ଭାବେ କରୁଥିଲା କାମ
ସିନେମା ପ୍ରେମୀଙ୍କ ପାଇଁ ଖୁସି ଖବର...OTT ରେ ରିଲିଜ୍ ହେବ ପୁଷ୍ପା-2