|
logo
Live
Argus News App
GET APP

Argus News - ` କ୍ରୀଡାବିତ ଓ ଭିତ୍ତିଭୂମିର ବିକାଶ କେବଳ ରାଜଧାନୀରେ ରହିଲେ ହେବ ନାହିଁ '

Odisha

` କ୍ରୀଡାବିତ ଓ ଭିତ୍ତିଭୂମିର ବିକାଶ କେବଳ ରାଜଧାନୀରେ ରହିଲେ ହେବ ନାହିଁ '

Smruti Parija
Browse all articles by Smruti Parija
·1 year ago·1 min read
` କ୍ରୀଡାବିତ ଓ ଭିତ୍ତିଭୂମିର ବିକାଶ କେବଳ ରାଜଧାନୀରେ ରହିଲେ ହେବ ନାହିଁ '

ଭୁବନେଶ୍ୱର: ଓଡ଼ିଶାରେ ହେବ କ୍ରୀଡାର ପାୱାର ହାଉସ । କ୍ରୀଡାବିତ ଓ ଭିତ୍ତିଭୂମିର ବିକାଶ କେବଳ ରାଜଧାନୀରେ ରହିଲେ ହେବ ନାହିଁ  । ବରଂ ଗ୍ରାମାଞ୍ଚଳରେ ପହଞ୍ଚିବାକୁ ପଡ଼ିବ । କ୍ରୀଡାବିତ୍ ମାନଙ୍କୁ ଯେଉଁ ଆନୁଷଙ୍ଗିକ ସୁବିଧା ଯୋଗାଇବା କଥା ସେନେଇ ବ୍ୟାପକ ବ୍ୟବସ୍ଥା କରୁଛନ୍ତି ରାଜ୍ୟ ସରକାର । ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଆୟୋଜିତ ଉତ୍ସାହ କାର୍ଯ୍ୟକ୍ରମ ପିଲାଙ୍କ ମଧ୍ୟରେ ଭରି ଦେଇଛି ଉତ୍ସାହ । କ୍ରୀଡା ପ୍ରତିଭା ଗ୍ରାମାଞ୍ଚଳ ପିଲାଙ୍କ ପାଖରେ ରହିଛି ସେମାନଙ୍କ ପାଖରେ ସରକାର ପହଂଚିଛନ୍ତି । 

`ସରକାର ସେମାନଙ୍କ ପରିବାର ଓ ଅଭିଭାବକ ମଧ୍ୟ' । ସେମାନଙ୍କ ମଧ୍ୟରେ କ୍ରୀଡା ପ୍ରତିଭାକୁ ଅନ୍ୱେଷଣ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶାରେ ହେବ କ୍ରୀଡାର ପାୱାର ହାଉସ୍ । ଗ୍ରାମାଞ୍ଚଳରେ ତୃଣମୂଳ ସ୍ତରରେ ଥିବା ପିଲାମାନଙ୍କ ମଧ୍ୟରେ ଏହି ପ୍ରତିଭାକୁ ଜାଗ୍ରତ ନକରିବା ପର୍ଯ୍ୟନ୍ତ ପାୱାର ହାଉସରେ ପରିଣତ ହୋଇପାରିବ ନାହିଁ । ବିଜେପି ସରକାରକୁ ଆସିବା ପରେ କ୍ରୀଡ଼ା ଇଭେଣ୍ଟ ଭାବରେ ରଖାଯାଇନାହିଁ । କ୍ରୀଡା ଯେଉଁଭଳି ଭାବରେ ଉପାନ୍ତ, ସୀମାନ୍ତକୁ ପହଞ୍ଚିପାରିବ ଓ ସମସ୍ତେ ଏହାର ଉପଲବ୍ଧି ପାଇପାରିବେ ସେଥିପାଇଁ ବ୍ୟବସ୍ଥା କରାଯାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
` କ୍ରୀଡାବିତ ଓ ଭିତ୍ତିଭୂମିର ବିକାଶ କେବଳ ରାଜଧାନୀରେ ରହିଲେ ହେବ ନାହିଁ ' | Argus News