Videos
|
Odisha

ଭିଜିଲାନ୍ସ ଜାଲରେ STA ଡେପୁଟି କମିଶନର ପ୍ରଦୀପ ମହାନ୍ତି

Banajyotshna Ray
Browse all articles by Banajyotshna Ray
·1 year ago
ଭିଜିଲାନ୍ସ ଜାଲରେ STA ଡେପୁଟି କମିଶନର ପ୍ରଦୀପ ମହାନ୍ତି

ଭିଜିଲାନ୍ସ ଜାଲରେ STA ଡେପୁଟି କମିଶନର ପ୍ରଦୀପ ମହାନ୍ତି । ଭୁବନେଶ୍ବର ମୈତ୍ରୀ ବିହାର ସ୍ଥିତ ଘର ଓ କଟକ ଅଫିସ୍ ସହ ୯ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢାଉ । ପୁରୀ, ଖୋର୍ଦ୍ଧା ଟାଙ୍ଗିର ସଂପର୍କୀୟ ଘର ଓ ନୟାଗଡ଼ ରଣପୁର ସ୍ଥିତ ଘରେ ବି ଚଢାଉ ଜାରି ରହିଛି । ରେଡ୍ ରେ ଦୁଇ ଅତିରିକ୍ତ ଏସପି ଙ୍କ ସହ 13 ଡିଏସପି, 12 ଇନ୍ସପେକ୍ଟର ଓ 25 ଏଏସଆଇ ଭିଜିଲାନ୍ସରେ ସାମିଲ୍ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ରେଡ୍ କରାଯାଉଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: