ବିଜେଡିରୁ ଇସ୍ତଫା ଦେଲେ ରାଜ୍ୟ ବିଜେଡି ସମ୍ପାଦକ ତଥା ବରିଷ୍ଠ ନେତା ବିଜୟ ବେହେରା
·1 year ago

ଅର୍ଗସ ବ୍ୟୁରୋ: ବିଜେଡିରୁ ଇସ୍ତଫା ଦେଲେ ରାଜ୍ୟ ବିଜେଡି ସମ୍ପାଦକ ତଥା ବରିଷ୍ଠ ନେତା ବିଜୟ ବେହେରା। ସେ ନିଜର ଇସ୍ତଫା ପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠେଇଛନ୍ତି। ଇସ୍ତଫା ପତ୍ରରେ ବିଜୟ ଲେଖିଛନ୍ତି ଦଳ କିଛି ଅନଭିଜ୍ଞ ଲୋକଙ୍କ ଦ୍ବାରା ପରିଚାଳିତ ହେଉଛି। ବିଜେଡି ସାଧାରଣ ଲୋକଙ୍କ ଠାରୁ ଦୂରେଇ ଯାଇଛି। ଅଭିଜ୍ଞ, ପୁରୁଣା ନେତାଙ୍କୁ ଅଣଦେଖା କରାଯାଇଛି। ଯାହାଫଳରେ ୨୦୨୪ ନିର୍ବାଚନରେ ଦଳକୁ ପରାଜୟର ସାମନା କରିବାକୁ ପଡିଲା। ବିଜୟ ଛାତ୍ର ଜୀବନରୁ ରାଜନୀତି ଆରମ୍ଭ କରିଥିବା ବେଳେ ବିଜୁ ଜନତା ଦଳ ପ୍ରାରମ୍ଭରୁ ଦଳର ବିଭିନ୍ନ ପଦ ପଦବୀରେ ଥିଲେ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: