ରାଜ୍ୟ ବିଜେପି ସାଂଗଠନିକ ନିର୍ବାଚନ:ନିର୍ବାଚନ ଅଧିକାରୀ ଭାବେ ସାଂସଦ ପ୍ରତାପ ଷଡ଼ଙ୍ଗୀ ନିଯୁକ୍ତ
·1 year ago

ଅର୍ଗସ ବ୍ୟୁରୋ: ରାଜ୍ୟ ବିଜେପି ସାଂଗଠନିକ ନିର୍ବାଚନ ପାଇଁ ୪ ନେତାଙ୍କୁ ଗୁରୁ ଦାୟିତ୍ବ। ନିର୍ବାଚନ ଅଧିକାରୀ ଭାବେ ସାଂସଦ ପ୍ରତାପ ଷଡ଼ଙ୍ଗୀ ନିଯୁକ୍ତ । ସାଂସଦ ସୁକାନ୍ତ ପାଣିଗ୍ରାହୀ, ସୁକେଶି ଓରାମ ଓ ଯତୀନ ମହାନ୍ତି ସହନିର୍ବାଚନ ଅଧିକାରୀ ଭାବେ ୩ ଜଣଙ୍କୁ ଦିଆଗଲା ଦାୟିତ୍ବ। ଅକ୍ଟୋବରରେ ସଦସ୍ୟତା ଅଭିଯାନ ସରିବା ପରେ ହେବ ସାଂଗଠନିକ ନିର୍ବାଚନ । ବୁଥ୍, ଜିଲ୍ଲା, ରାଜ୍ୟ ସଭାପତିରୁ ନେଇ ରାଷ୍ଟ୍ରୀୟ ସଭାପତି ହେବେ ନବ ନିର୍ବାଚିତ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: