Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଜାନୁଆରୀରେ ରାଜ୍ୟ ବିଜେପିକୁ ମିଳିବେ ନୂଆ ସଭାପତି

Rashmita Mishra
Browse all articles by Rashmita Mishra
·1 year ago
ଜାନୁଆରୀରେ ରାଜ୍ୟ ବିଜେପିକୁ ମିଳିବେ ନୂଆ ସଭାପତି

ଅର୍ଗସ ବ୍ୟୁରୋ: ଜାନୁଆରୀରେ ରାଜ୍ୟ ବିଜେପିକୁ ମିଳିବେ ନୂଆ ସଭାପତି। ଏହି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ପ୍ରଭାରୀ ବିଜୟପାଲ ସିଂଙ୍କ ତୋମାର। ଏବେ ସାଙ୍ଗଠନିକ ନିର୍ବାଚନ ଆରମ୍ଭ ହୋଇଛି, ବୁଥ ଓ ମଣ୍ଡଳ ସ୍ତରରେ ଚାଲିଛି ନିର୍ବାଚନ। ଏହାପରେ ଜିଲ୍ଲା ସଭାପତି ନିର୍ବାଚନ ହେବ ତା ପରେ ରାଜ୍ୟ ସଭାପତି ବଛାଯିବ। ଗଣତାନ୍ତ୍ରିକ ଉପାୟରେ ନିର୍ବାଚନ ହୋଇ ସଭାପତି ଚୟନ କରାଯିବ ବୋଲି କହିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ।  ମମତା ମହନ୍ତ ଓ ସୁଜିତ କୁମାରଙ୍କ ପରେ କାହା ପାଳି ପ୍ରଶ୍ନରେ ତୋମାର କହିଛନ୍ତି ବିଜେପି ସହ ଯୋଗାଯୋଗରେ ବିଜେଡିର ବହୁ ସାଂସଦ ଅଛନ୍ତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
State BJP to get new president in January | Argus News