ବିଧାନସଭାରେ ରାଜ୍ୟ ବଜେଟ୍ ଆଗତ
·1 year ago·1 min read

ଭୁବନେଶ୍ୱର: ବିଧାନସଭାରେ ରାଜ୍ୟ ବଜେଟ୍ ଆଗତ । 2024-25 ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରୁଛନ୍ତି ମୁଖ୍ୟମନ୍ତ୍ରୀ ଅର୍ଥମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟର ସାମଗ୍ରିକ ବିକାଶ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । 2 ଲକ୍ଷ 65 ହଜାର କୋଟି ଟଙ୍କାର ଓଡିଶା ବଜେଟ୍ । 2023-24 ତୁଳନାରେ 15 ପ୍ରତିଶତ ଅଧିକ ।
- କାର୍ଯ୍ୟକ୍ରମ ବଜେଟ 1 ଲକ୍ଷ 55 ହାଜର କୋଟି
- ପ୍ରଶାସନିକ ବ୍ୟୟ 97 ହାଜର 725 କୋଟି
- ସୁଭଦ୍ରା ଯୋଜନା ପାଇଁ ୧୦ ହଜାର କୋଟି
- ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ର ନାଁ ପରିବର୍ତ୍ତନ
- କାଳିଆ ସିଏମ୍ କିଷାନ ନୂଆ ନାଁ
- ସମୃଦ୍ଧ କୃଷକ ଯୋଜନା ପାଇଁ 5 ହାଜର କୋଟି
- ଜଗନ୍ନାଥ ମନ୍ଦିର କର୍ପସ୍ ଫଣ୍ଡ୍ ପାଇଁ 500 କୋଟି
- ଓଡ଼ିଆ ଅସ୍ମିତା ପାଇଁ 200 କୋଟି କର୍ପସ ଫଣ୍ଡ୍
- ମହାନଦୀ ତଟ ଉନ୍ନୟନ ପ୍ରକଳ୍ପ ପାଇଁ 50 କୋଟି
- ମାଧୋ ସିଂ ହାତ ଖର୍ଚ୍ଚ ପାଇଁ 156 କୋଟି
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: