Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆଳୁ ଚାଷ ଉପରେ ଗୁରୁତ୍ଵ ଦେଉଛନ୍ତି ରାଜ୍ୟ ସରକାର

Odisha

ଆଳୁ ଚାଷ ଉପରେ ଗୁରୁତ୍ଵ ଦେଉଛନ୍ତି ରାଜ୍ୟ ସରକାର

Rashmita Mishra
Browse all articles by Rashmita Mishra
·1 year ago·1 min read
ଆଳୁ ଚାଷ ଉପରେ ଗୁରୁତ୍ଵ ଦେଉଛନ୍ତି ରାଜ୍ୟ ସରକାର

ଅର୍ଗସ ବ୍ୟୁରୋ: ଆଗାମୀ ଦିନରେ ଆଳୁର ଅଭାବ ରହିବ ନାହିଁ ଆଳୁ ଚାଷ ଉପରେ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ରାଜ୍ୟରେ ଆଳୁ ଚାଷ ଉପରେ ଗୁରୁତ୍ତ୍ଵ ଦିଆଯାଉଛି । ଗତକାଲି କୃଷି ମନ୍ତ୍ରୀଙ୍କ ଏ ବିଷୟରେ ଆଲୋଚନା ହୋଇଛି, ଚଳିତ ବର୍ଷ 6 ଲକ୍ଷ ମେଟ୍ରିକ ଟନ ଅଧିକ ଆଳୁ ଚାଷ ହେବ । ପ୍ରତି ବର୍ଷ 3 ଲକ୍ଷ ମେଟ୍ରିକ ଟନ ଉତ୍ପାଦନ ହୁଏ, କିନ୍ତୁ ଆବଶ୍ୟକତା ହେଉଛି 14 ଲକ୍ଷ ମେଟ୍ରିକ ଟନ । 11 ଲକ୍ଷ ମେଟ୍ରିକ ଟନ ଆମେ ଅନ୍ୟ ରାଜ୍ୟ ଗୁଡିକଠାରୁ ଆମଦାନୀ ହୁଏ । ଏଥର କୃଷି ମନ୍ତ୍ରୀ କହିଛନ୍ତି 6 ଲକ୍ଷ ମେଟ୍ରିକ ଟନ ଅଧିକ ଆଳୁ ଚାଷ ହେବ । ଆଗକୁ ଆହୁରି ଅଧିକ ଯୋଜନା କରାଯିବ । ଆଗାମୀ ଦିନରେ ଆଳୁର ଅଭାବ ରହିବ ନାହିଁ ବୋଲି କହଇଛନ୍ତି ଯୋଗାଣ ମନ୍ତ୍ରୀ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
state-government-is-giving-importance-to-potato-cultivation | Argus News