Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିବାହ ବିଚ୍ଛେଦ ରୋକିବାକୁ ରାଜ୍ୟ ସରକାରଙ୍କ ପଦକ୍ଷେପ

Rashmita Mishra
Browse all articles by Rashmita Mishra
·1 year ago·1 min read
ବିବାହ ବିଚ୍ଛେଦ ରୋକିବାକୁ ରାଜ୍ୟ ସରକାରଙ୍କ ପଦକ୍ଷେପ

ବଢିବାରେ ଲାଗିଛି ବିବାହ ବିଚ୍ଛେଦ ସଂଖ୍ୟା । ଏହାକୁ ରୋକିବାକୁ ରାଜ୍ୟ ସରକାର ନେବେ ପଦକ୍ଷେପ। ରାଜ୍ୟରେ ଖୁବଶୀଘ୍ର ଖୋଲିବ ପ୍ରି ମେରିଟାଲ ମେଣ୍ଟାଲ ହେଲଥ କାଉସିଲିଂ ସେଣ୍ଟର । ଏହା ପରିବାର ଯୋଡିବାରେ କାର୍ଯ୍ୟ କରିବ ବୋଲି କହିଛନ୍ତି ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡ଼ା। ବିବାହ ପୂର୍ବରୁ କାଉନସେଲିଂ ସେଣ୍ଟର୍ କରାଯିବ।


ମାନସିକ ସ୍ଵାସ୍ଥ୍ୟକୁ ସୁଧାରିବା, ଛାଡ଼ପତ୍ର ରୋକିବା ଏବଂ ବିବାହକୁ ସଠିକ୍ ଭାବରେ ବୁଝିବା ପାଇଁ ଏହି ସେଣ୍ଟର୍ କାର୍ଯ୍ୟ କରିବ। ମଦରର୍ସ କୋର୍ଟ କିମ୍ବା ମାର ଛାଟ ନାମରେ ଏହାକୁ ନାମିତ କରାଯିବ । ଓଡ଼ିଶା ରାଜ୍ୟ ମହିଳା ଆୟୋଗର ୩୨ ତମ ପ୍ରତିଷ୍ଠା ଦିବସରେ ଏହି ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ । ମୁଖ୍ୟ ଅତିଥି ଭାବେ ଯୋଗଦେଇଛନ୍ତି ଜାତୀୟ ମହିଳା ଆୟୋଗର ଅଧ୍ୟକ୍ଷା ବିଜୟା କେ ରାହତକର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ମାନସିକ ସ୍ଵାସ୍ଥ୍ୟ କୁ ସୁଧାରିବା ଛାଡ଼ପତ୍ର ରୋକିବା ଏବଂ ବିବାହ କୁ ସଠିକ୍ ଭାବରେ ବୁଝିବା ପାଇଁ ଏହି ସେଣ୍ଟର୍ କାର୍ଯ୍ୟ କରିବ। ମଦରସ କୋର୍ଟ କିମ୍ବା ମା ର ଛାଟ ନାମରେ ଏହାକୁ ନାମିତ କରାଯିବ । ଖୁବଶୀଘ୍ର ଏହା ପ୍ରତିଷ୍ଠା ହେବା ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡ଼ା ।

Sponsored
State government steps to prevent divorce | Argus News