Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦୁର୍ନୀତି ବିରୋଧରେ ରାଜ୍ୟ ସରକାରଙ୍କ ଜିରୋ ଟଲେରାନ୍ସ

Rashmita Mishra
Browse all articles by Rashmita Mishra
·1 year ago
ଦୁର୍ନୀତି ବିରୋଧରେ ରାଜ୍ୟ ସରକାରଙ୍କ ଜିରୋ ଟଲେରାନ୍ସ

ଅର୍ଗସ ବ୍ୟୁରୋ: ଦୁର୍ନୀତି ବିରୋଧରେ ରାଜ୍ୟ ସରକାରଙ୍କ ଜିରୋ ଟଲେରାନ୍ସ । କ୍ଷମତାକୁ ଆସିବାର 5 ମାସ ଭିତରେ  ଆକ୍ସନ ମୋଡ଼ରେ ବିଜେପି ସରକାର ।  90 ସରକାରୀ ଅଧିକାରୀଙ୍କ ବିରୋଧରେ  ରୁଜୁ ହେଲାଣି ଭିଜିଲାନ୍ସ ମାମଲା । ସର୍ବାଧିକ ରାଜସ୍ବ ବିଭାଗର 20 ଅଧିକାରୀ ଏବଂ ପଂଚାୟତିରାଜ ବିଭାଗର 18 ଅଧିକାରୀଙ୍କ ବିରୋଧରେ ମାମଲା ହୋଇଛି.

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
State government's zero tolerance against corruption | Argus News