ଅଧାରୁ ଭସାଣି ବନ୍ଦ କଲା ଷ୍ଟେସନ ବଜାର ପୂଜା କମିଟି
·1 year ago

ଭୁବନେଶ୍ୱର: ଭସାଣି ବେଳେ କେଁ । ପୁରୁଣା ଷ୍ଟେସନ ବଜାର ପୂଜା କମିଟିର ଭସାଣି ଆରମ୍ଭ ହୋଇଥିବାବେଳେ ପୋଲିସ ଡିଜେ କୁ ଅନୁମତି ଦେଲାନାହିଁ । ଫଳରେ ଅଧାରୁ ଭସାଣ ବନ୍ଦ କଲେ ପୂଜା କମିଟି ସଦସ୍ୟ । ଷ୍ଟେସନ ବଜାର ପୂଜା କମିଟି କହିବାର କଥା ଯେ ଡିଜେ ବଜାଇବା ପାଇଁ ହାଇକୋର୍ଟ ରୁ ଅନୁମତି ଆଣିଥିଲୁ । ହେଲେ ପୋଲିସ ଅନୁମତି ଦେଉନାହିଁ । କୋର୍ଟ ଅର୍ଡକୁ କାହିଁକି ଅଗ୍ରାହ୍ୟ କରାଯାଉଛି ବୋଲି ଅଭିଯୋଗ ଆଣିଛନ୍ତି ଷ୍ଟେସନ ବଜାର ପୂଜା କମିଟି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: