Videos
|
Odisha

ଅର୍ଗସ ସ୍ୱାଦ ଓଡିଶା ସିଜିନ୍-3 ; ଆଉ ମାତ୍ର ଗୋଟିଏ ଦିନ ବାକି ଅଛି ଆବେଦନ ପାଇଁ ....

Debamitra Priyadarsini
Browse all articles by Debamitra Priyadarsini
·1 year ago·1 min read
ଅର୍ଗସ ସ୍ୱାଦ ଓଡିଶା ସିଜିନ୍-3 ; ଆଉ ମାତ୍ର ଗୋଟିଏ ଦିନ ବାକି ଅଛି ଆବେଦନ ପାଇଁ ....

Key Points


ଅର୍ଗସ ସ୍ୱାଦ ଓଡିଶା ସିଜିନ୍-3 | ଏଥର ସ୍ଵାଦ ହେବ ନିଆରା | ଆଉ ମାତ୍ର ଗୋଟିଏ ଦିନ ବାକି ଅଛି ଆବେଦନ ପାଇଁ | Stay Tuned For Swaad Odisha Season 3


'ଅର୍ଗସ ସ୍ୱାଦ ଓଡିଶା ସିଜିନ ୩'ର ମେଗା ଅଡିସନରେ ଭାଗ ନେବା ପାଇଁ ଆମ ପାଖରେ ଆସି ପହଂଚି ସାରିଛି ବଡ ସଂଖ୍ୟାର ଆବେଦନ  ,ତେବେ ଆପଣ ଆଉ ଅପେକ୍ଷା ନକରି ଆପଣଙ୍କ ହାତ ତିଆରି ସୁନ୍ଦର ରୋଷେଇର ଭିଡିଓ ପଠାନ୍ତୁ ଆମ ୱାଟସ୍ ଆପ ନମ୍ବର ୮୦୯୩୯୫୪୦୨୪କୁ ଏବଂ ଭାଗ ନିଅନ୍ତୁ ମେଗା ଅଡିସନରେ।
କିନ୍ତୁ ମନେରଖନ୍ତୁ ରେସିପିଟିର ଭିଡ଼ିଓ ପଠେଇବା ପାଇଁ ଆଉ ମାତ୍ର ଗୋଟିଏ ଦିନ ବାକି ଅଛି ,ତେବେ ଅପେକ୍ଷା ନକରି ତୁରନ୍ତ ଆପଣଙ୍କ ରେସିପିର ଭିଡ଼ିଓ ଜୁନ ୧୦ ରାତି ୧୨ ଟା ପୂର୍ବରୁ ଆମ ପାଖକୁ ପଠାନ୍ତୁ ।



ଅର୍ଗସ ନ୍ୟୁଜରେ ପ୍ରସାରିତ ଓଡିଶାର ପ୍ରଥମ ରିଆଲିଟି ଶୋ,'ଅର୍ଗସ ସ୍ୱାଦ ଓଡିଶା ସିଜିନ-୨' ର ବିଜୟୀ ମୁକୁଟ ପିନ୍ଧିଥିଲେ ଅମ୍ରିତା ପାଣିଗ୍ରାହୀ। ଆଉ ଏବେ ଆପଣ ମାନେ ସୁନ୍ଦର ରେସିପି ପ୍ରସ୍ତୁତ କରି ହୋଇପାରିବେ ସ୍ବାଦ ଓଡ଼ିଶା ସିଜିନ ୩ର ବିଜେତା। ଏଥର ସ୍ଵାଦ ହେବ ନିଆରା ଏହାର ଦୁଇଟି ସିଜିନ୍‌ ସରିଥିବାବେଳେ ପୁଣି ଥରେ ସିଜିନ ୩କୁ ନେଇ ଅର୍ଗସର ଏହି ପ୍ରୟାସ ଆରମ୍ଭ ହୋଇଛି। ନିଆରା ରଙ୍ଗରେ ସିଜିନ୍‌ ୩ ଆସିବାକୁ ଯାଉଛି।




ଘରେ ଥିବା ଗୃହିଣୀମାନେ ନିଜର ରୋଷେଇ ପ୍ରତିଭାକୁ କିପରି ପ୍ରସ୍ଫୁଟିତ କରିପାରିବେ ସେଥିପାଇଁ  ଅର୍ଗସର ଏହି ପ୍ରୟାସ। ତେଣୁ ଆଉ ଅପେକ୍ଷା ନକରି ତୁରନ୍ତ ସୁନ୍ଦର ରୋଷେଇର ଭିଡିଓ ପଠାନ୍ତୁ ଆମ ୱାଟସ୍ ଆପ ନମ୍ବର ୮୦୯୩୯୫୪୦୨୪କୁ ଓ ମେଗା ଅଡିସନରେ ଭାଗ ନିଅନ୍ତୁ। ଜୁନ ୧୦, ୨୦୨୫ ରାତି ୧୨ଟା ସୁଦ୍ଧା ରେସିପିର ସୁନ୍ଦର ଭିଡିଓ ଆମ ନିକଟକୁ ପଠାନ୍ତୁ  ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Stay Tuned For Swaad Odisha Season 3 | Argus News