Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଭାଙ୍ଗିଲା ଟ୍ରେନ୍ କାଚ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

Odisha

ଭାଙ୍ଗିଲା ଟ୍ରେନ୍ କାଚ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

Smruti Parija
Browse all articles by Smruti Parija
·1 year ago
ଭାଙ୍ଗିଲା ଟ୍ରେନ୍ କାଚ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

Key Points

ସମ୍ବଲପୁର ଏକ୍ସପ୍ରେସ ଟ୍ରେନକୁ ପଥର ମାଡ

ତପସ୍ବିନୀ ଏକ୍ସପ୍ରେସକୁ ପଥରମାଡ଼ । ଏସି ବଗି B7କୁ ପଥରମାଡ଼ । ସମ୍ବଲପୁର ରେଙ୍ଗାଳିରୁ ଝାରସୁଗୁଡ଼ା ଯିବାବେଳେ ଚଳନ୍ତା ଟ୍ରେନ ଉପରକୁ ପଥରମାଡ଼ । ସମ୍ବଲପୁର ଏକ୍ସପ୍ରେସ ଟ୍ରେନର ଏସି ବଗି B7କୁ ପଥରମାଡ଼ । ରେଙ୍ଗାଳିରୁ ଝାରସୁଗୁଡ଼ା ଯିବାବେଳେ ପଥରମାଡ଼ । ଟ୍ରେନ୍ କାଚ ଭାଙ୍ଗିଯାଇଥିବାବେଳେ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ରେଙ୍ଗାଲି ଓ ଝାରସୁଗୁଡ଼ା ମଝିରେ ପଥର ମାଡ଼ ହୋଇଥିବା ସୂଚନା ରହିଛି । ଝାରସୁଗୁଡ଼ା ରେଲବାଇ ପୋଲିସର (RPF) ତଦନ୍ତ ଆରମ୍ଭ କରିଛି । ଟ୍ରେନ ଚଳାଚଳରେ କୌଣସି ଅସୁବିଧା ହୋଇନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
stones-pelted-at-sambalpur-express-train | Argus News