Videos
|
Odisha

ମାଟ୍ରିକ ପରୀକ୍ଷାରେ କମ ନମ୍ବର ରଖିବାରୁ ଛାତ୍ରଙ୍କ ଆତ୍ମହତ୍ୟା

Ritu Das
Browse all articles by Ritu Das
·1 year ago
ମାଟ୍ରିକ ପରୀକ୍ଷାରେ କମ ନମ୍ବର ରଖିବାରୁ ଛାତ୍ରଙ୍କ ଆତ୍ମହତ୍ୟା

ମାଟ୍ରିକ ପରୀକ୍ଷାରେ ନମ୍ବର କମ ରହିବାରୁ ଜଣେ ଛାତ୍ର ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ସଦରବ୍ଲକ ଅଞ୍ଚଳରେ ପ୍ରଭାକର ରାଉତଙ୍କ ୧୭ ବର୍ଷୀୟ ପୁଅ ବଳଭଦ୍ର ରାଉତ ମାଟ୍ରିକ ପରୀକ୍ଷା ଦେଇଥିବା ବେଳେ ଆଜିର ଫଳାଫଳରେ କମ ନମ୍ବର ରହିଥିବାରୁ ନିଜର ମାନସିକ ଭାରସାମ୍ୟ ହରାଇ ଛାତ ଉପରକୁ ଯାଇ ଏକ ରୁମରେ ବେକରେ ରଶୀ ଲଗେଇ ଆତ୍ମହତ୍ୟା କରିଛନ୍ତି ।


ଜଗତସିଂହପୁର ସଦରମୁଖ୍ୟଚିକିତ୍ସାଳୟରେ ଉକ୍ତ ଛାତ୍ରର ମୃତ ଶରୀର ବ୍ୟବଚ୍ଛେଦ ନିମନ୍ତେ ରଖାଯାଇଛି ବଳଭଦ୍ର ସେ ଜଣେ ମେଧାବୀ ଛାତ୍ର ହୋଇଥିବାରୁ ଆଶା ଅନୁଯାୟୀ ନମ୍ବର ନ ରହିବାରୁ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
student-commits-suicide-after-scoring-low-marks-in-matriculation-exam | Argus News