Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ନବମ ଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ମିଳିଲା ପରେ ହଷ୍ଟେଲ ଛାଡିଲେ ଅନ୍ତେବାସୀ

Odisha

ନବମ ଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ମିଳିଲା ପରେ ହଷ୍ଟେଲ ଛାଡିଲେ ଅନ୍ତେବାସୀ

Argus News
Browse all articles by Argus News
·1 year ago
ନବମ ଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ମିଳିଲା ପରେ ହଷ୍ଟେଲ ଛାଡିଲେ ଅନ୍ତେବାସୀ

ଉଦଳା ହଷ୍ଟେଲରୁ ନବମ ଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ମିଳିବା ଘଟଣା । ହଷ୍ଟେଲରେ ଛାତ୍ରୀଙ୍କ ମୃତ୍ୟୁ ପରେ ହଷ୍ଟେଲ ଛାଡିଲେ ଅନ୍ତେବାସୀ । ବିଳମ୍ବିତ ରାତିରେ ନିଜ ପିଲାଙ୍କୁ ନେଇଗଲେ ଅଭିଭାବକ । ହଷ୍ଟେଲରେ ଛାତ୍ରୀଙ୍କ ମୃତ୍ୟୁ ହେବା ପରେ ନିଜ ପିଲାଙ୍କ ଭବିଷ୍ୟତ ସୁରକ୍ଷିତ ମଣୁ ନ ଥିବା କହିବା ସହ ହଷ୍ଟେଲରେ ସୁରକ୍ଷା ବ୍ୟବସ୍ଥା ଢିଲାର ଅଭିଯୋଗ ଆଣିଛନ୍ତି ଅଭିଭାବକ । ତେବେ ଏବେ ବି ଛାତ୍ରୀଙ୍କ ମୃତ୍ୟୁ ସନ୍ଦେହଘେରରେ ରହିଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି।


ଅନ୍ୟପଟେ ଘଟଣା ଖବର ପାଇ ଉଦଳା ବିଧାୟକ ଭାସ୍କର ମଢେଇ ଆସି ଘଟଣାସ୍ଥଳରେ ପହଞ୍ଚିଥିଲେ । ତେବେ ଗତକାଲି ଉଦଳା ଅନ୍ଵେଷା ହଷ୍ଟେଲରେ ରହୁଥିବା ମର୍ଣ୍ଣିଙ୍ଗ ଷ୍ଟାର ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ହଷ୍ଟେଲର ତୃତୀୟ ମହଲା ବାଲକୋନୀରୁ ମିଳିଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
student-leave-hostel-after-hanging-body-of-class-9-student-found | Argus News