Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମହାନଦୀକୁ ଡେଇଁଥିବା ଛାତ୍ରୀ ଜୀବିତ ଉଦ୍ଧାର

Smruti Parija
Browse all articles by Smruti Parija
·10 months ago·1 min read
ମହାନଦୀକୁ ଡେଇଁଥିବା ଛାତ୍ରୀ ଜୀବିତ ଉଦ୍ଧାର

Key Points

ମହାନଦୀକୁ ଡେଇଁଥିବା ଛାତ୍ରୀ ଉଦ୍ଧାର

ଜୀବିତ ଉଦ୍ଧାର କଲେ ଅଗ୍ନିଶମ ବାହିନୀ କର୍ମଚାରୀ

ଛାତ୍ରୀ ଜଣକ ବୁଢାରାଜା ବାଳିକା ହାଇସ୍କୁଲରେ ପାଠ ପଢୁଥିଲେ

ମହାନଦୀକୁ ଡେଇଁଥିବା ଛାତ୍ରୀ ଉଦ୍ଧାର । ଜୀବିତ ଉଦ୍ଧାର କଲେ ଅଗ୍ନିଶମ ବାହିନୀ କର୍ମଚାରୀ । ଛାତ୍ରୀ ଜଣକ ବୁଢାରାଜା ବାଳିକା ହାଇସ୍କୁଲର ବୋଲି ଜଣାପଡିଛି ।


ଆଜି ସକାଳୁ ପ୍ରାୟ ୫ ଟା ସମୟରେ ଏହି ଅଘଟଣ ଘଟିଛି । ବ୍ରିଜ ଉପରୁ ଜଣେ ଛାତ୍ରୀଙ୍କ ଏକ ମୋବାଇଲ, ବ୍ୟାଗ୍, ସାଇକେଲ ସହ ଏକ ଫିନାଇଲ ବୋତଲ ଜବତ କରିଛି ପୋଲିସ । ଯୁବତୀ ଜଣକ ନାବାଳିକା । ସେ ବୁଢାରାଜା ମହିଳା ହାଇସ୍କୁଲର ଛାତ୍ରୀ ଅଟନ୍ତି l ଛାତ୍ରୀ ଜଣକ ସମ୍ବଲପୁର ଗୋପାଲମାଳ ଅଞ୍ଚଳରେ ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରେ ରହି ପାଠ ପଢୁଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ତେବେ ଗତକାଲି ହୀରାକୁଦ ଡ୍ୟାମର ୮ ଟି ଗେଟ୍ ଖୋଲିଥିବାବେଳେ ସୌଭାଗ୍ୟ ବସତଃ ଛାତ୍ରୀ ଜଣଙ୍କ ଜୀବିତ ଉଦ୍ଧାର ହୋଇଛନ୍ତି ।

Sponsored
student-rescued-after-jumping-into-mahanadi-argus-news | Argus News