Videos
|
Odisha

ସୁଭଦ୍ରା ଗାଇଡଲାଇନ୍ କୋହଳ କରି ଅଧିକ ମହିଳାଙ୍କୁ ସାମିଲ୍ କରିବାକୁ ନିଷ୍ପତ୍ତି

Sangram Tripathy
Browse all articles by Sangram Tripathy
·1 year ago
ସୁଭଦ୍ରା ଗାଇଡଲାଇନ୍ କୋହଳ କରି ଅଧିକ ମହିଳାଙ୍କୁ ସାମିଲ୍ କରିବାକୁ ନିଷ୍ପତ୍ତି

ଅର୍ଗସ ବ୍ୟୁରୋ:ଡିସେମ୍ବର ସୁଦ୍ଧା ମୋଟ କୋଟିଏରୁ ଅଧିକ ମହିଳାଙ୍କୁ ମିଳିବ ସୁଭଦ୍ରା ସହାୟତା। ଚଳିତ ମାସ ଆଉ ୨୦ ଲକ୍ଷ ମହିଳାଙ୍କୁ ମିଳିବ ଟଙ୍କା। ଗାଇଡଲାଇନ୍ କୋହଳ କରି ଅଧିକ ମହିଳାଙ୍କୁ ସାମିଲ୍ କରିବାକୁ ନିଷ୍ପତ୍ତି। ଖାରଜ ଆବେଦନର ପୁନର୍ବିଚାର ପାଇଁ ପ୍ରକ୍ରିୟା ଆରମ୍ଭ। ବିଡିଓଙ୍କୁ ମିଳିଲା ନୋଡାଲ ଏଜେନ୍ସିର ଦାୟିତ୍ବ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: