|
logo
Live

Argus News - ୪ ତାରିଖ ସନ୍ଧ୍ୟା ପର ଠାରୁ ଆରମ୍ଭ ହେବ ଫର୍ମ ଦାଖଲ ପ୍ରକ୍ରିୟା

Odisha

୪ ତାରିଖ ସନ୍ଧ୍ୟା ପର ଠାରୁ ଆରମ୍ଭ ହେବ ଫର୍ମ ଦାଖଲ ପ୍ରକ୍ରିୟା

Smruti Parija
Browse all articles by Smruti Parija
·1 year ago·1 min read
୪ ତାରିଖ ସନ୍ଧ୍ୟା ପର ଠାରୁ ଆରମ୍ଭ ହେବ ଫର୍ମ ଦାଖଲ ପ୍ରକ୍ରିୟା

ଅର୍ଗସ ବ୍ୟୁରୋ: `ସୁଭଦ୍ରା'କୁ ନେଇ ସବୁଠି ଉତ୍ସାହ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ୪ ତାରିଖ ସନ୍ଧ୍ୟା ପରଠାରୁ ଦାଖଲ ପ୍ରକ୍ରିୟା ଆରମ୍ଭ ହେବ । ଯେ ପର୍ଯ୍ୟନ୍ତ ଶେଷ ହିତାଧିକାରୀ ପଇସା ପାଇ ନାହାନ୍ତି ସେ ପର୍ଯ୍ୟନ୍ତ ଏ ପ୍ରକ୍ରିୟା ଚାଲୁ ରହିବ । ସେପଟେ ସୁଭଦ୍ରାକୁ ନେଇ ମହିଳାଙ୍କ ଭିତରେ ଉତ୍ସାହ । 

ବାଲେଶ୍ବର ବାଲିଆପାଳ ଉପ ଡାକଘରରେ ଚାଲିଛି ଆଧାର କାର୍ଡ କରେକ୍ସନ୍ ଏବଂ EKYC ସହିତ ଆଧାର କାର୍ଡ ସଂଶୋଧନ । ମୋବାଇଲ୍ ନମ୍ବରକୁ ସୋଂଯୋଗୀକରଣ କରିବାକୁ ପ୍ରବଳ ଭିଡ଼ ଲାଗିଛି । ରାଉରକେଲାରେ ବି ଯେପରି କେହି ବି ହିତାଧିକାରୀ ଯୋଜନାରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ପ୍ରଶାସନିକ ସ୍ତରରେ ଉଦ୍ୟମ ଜାରି ରହିଛି । ଯୋଜନାର ନିୟମାବଳୀ ଉପରେ ଅବଗତ କରିବା ସହ ଏହାକୁ ସଠିକ୍ ଭାବେ କାର୍ଯ୍ୟକାରୀ କରିବା ନିମନ୍ତେ ସ୍ଥାନୀୟ ମଧୁସୂଦନ ଭବନରେ ଏକ ପ୍ରଶିକ୍ଷଣ ଶିବିରର ଆୟୋଜନ କରାଯାଇଥିଲା । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
୪ ତାରିଖ ସନ୍ଧ୍ୟା ପର ଠାରୁ ଆରମ୍ଭ ହେବ ଫର୍ମ ଦାଖଲ ପ୍ରକ୍ରିୟା | Argus News