1 ଲକ୍ଷ 70 ହାଜର ମହିଳା ଏକା ଥରେ ପାଇବେ ଦୁଇଟି କିସ୍ତି
·1 year ago

ସୁଭଦ୍ରା ଯୋଜନାକୁ ନେଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ଼ ଘୋଷଣା । ଏପ୍ରିଲ ୨୪ରେ ମିଳିବ ସୁଭଦ୍ରା ଟଙ୍କା । ପଞ୍ଚାୟତିରାଜ ଦିବସରେ ପୁରୀ ଠାରେ ସୁଭଦ୍ରା ଟଙ୍କା ଦେବେ ସରକାର । 1 ଲକ୍ଷ 70 ହାଜର ମହିଳା ଏକା ଥରେ ଦୁଇଟି କିସ୍ତି ପାଇବେ । ଏକାଥରେ 10 ହଜାର ଟଙ୍କା ପାଇବେ ମହିଳା । ମାର୍ଚ୍ଚ 31 ଯାଏଁ ଆବେଦନ କରିଥିବା ମହିଳାଙ୍କୁ ମିଳିବ ଏହି ଟଙ୍କା । ଷଷ୍ଠ ପର୍ଯ୍ୟାୟରେ ସୁଭଦ୍ରା ଟଙ୍କା ବାଣ୍ଟିବେ ସରକାର ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: