Subhadra Yojana / ୧୮ରେ ଦେବେନି ସୁଭଦ୍ରା ଟଙ୍କା, କିସ୍ତିରୁ ବାଦ ପଡ଼ିଥିବା ମହିଳାଙ୍କୁ ଏକାସଙ୍ଗେ ୧୦ ହଜାର
·2 months ago·2 min read

Key Points
ସାମ୍ନାକୁ ଆସିଲା ନୂଆ ତାରିଖ
୧୮ରେ ନୁହେଁ ଏହି ଦିନ ଖାତାକୁ ଆସିବ ସୁଭଦ୍ରା ଟଙ୍କା

ରାଜ୍ୟର ମହିଳାଙ୍କ ପାଇଁ ଖୁସି ଖବର ଦେଲେ ରାଜ୍ୟ ସରକାର। ବ୍ୟାଙ୍କ ଆକାଉଣ୍ଟରେ ଜମା ହେବ ସୁଭଦ୍ରା ଟଙ୍କା । ଏକା ଥରକେ ୨ଟି କିସ୍ତି ଟଙ୍କା ପଠାଇବେ ରାଜ୍ୟ ସରକାର। ୨୨ ତାରିଖରେ ମିଳିବ ସୁଭଦ୍ରା ଟଙ୍କା । 18 ତାରିଖ ଭିତରେ ସୁଭଦ୍ରା ଟଙ୍କା ମିଳିବ। ଗତକାଲି ମୁଖ୍ୟମନ୍ତ୍ରୀ କହି ସାରିଛନ୍ତି 4 ଲକ୍ଷ 57 ହଜାର 681 ମହିଳାଙ୍କୁ ସୁଭଦ୍ରା ଟଙ୍କା ନେଇ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ । ନୂଆ 1 ଲକ୍ଷ 78 ହଜାର 398 ଜଣଙ୍କୁ ସାମିଲ କରାଯାଇଥିବାରୁ ସେମାନେ ପାଇବେ ପ୍ରଥମ କିସ୍ତି । ପ୍ରଥମ ଓ ଦ୍ୱିତୀୟ କିସ୍ତିରୁ ବାଦ ପଡ଼ିଥିବା 2 ଲକ୍ଷ 55 ହଜାର 265 ଜଣଙ୍କୁ ସାମିଲ କରାଯାଇଛି । ସେମାନେ ବି ଏକା ବେଳକେ ପାଇବେ ଦୁଇଟି କିସ୍ତି ।
ସେହିପରି ଅଭିଯୋଗ ଶୁଣାଣିରେ 24 ହଜାର 18 ଜଣ ହିତାଧିକାରୀଙ୍କୁ ସୁଭଦ୍ରା ରେ ସାମିଲ କରାଯାଇଛି । 250 କୋଟି ଟଙ୍କାର ସହାୟତା ରାଶି ଖାତାକୁ ଯିବ। ଖୁସିର କଥା ଯେ ବାଦ ପଡ଼ିଥିବା ହିତାଧିକାରୀ ବି ଏଥିରେ ଲାଭବାନ ହେବେ । ଏନେଇ ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସୂଚନାନୁସାରେ ପ୍ରଥମ କରି ସୁଭଦ୍ରା ଯୋଜନାରେ ସାମିଲ ହୋଇଥିବା ମହିଳା ଓ କୌଣସି କାରଣରୁ ସୁଭଦ୍ରା ଯୋଜନାରୁ ବଞ୍ଚିତ ହୋଇଥିବା ମହିଳାମାନଙ୍କୁ ଏହି ଟଙ୍କା ମିଳିବ ।ରାଜ୍ୟର ବିକାଶ ପାଇଁ ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ବିକାଶମୁଖୀ ଯୋଜନା ମଧ୍ୟରୁ ସୁଭଦ୍ରା ଯୋଜନା ଗୋଟିଏ ।ସେମାନଙ୍କୁ ଏକା ସାଙ୍ଗରେ ଦୁଇଟି କିସ୍ତି ମିଳିବ।ସେହିପରି ଅଭିଯୋଗ ଶୁଣାଣିରେ ୨୪ହଜାର ୧୮ ଜଣ ହିତାଧିକାରୀଙ୍କୁ ସୁଭଦ୍ରାରେ ସାମିଲ କରାଯାଇଛି । ମୋଟ ୨୫୦ କୋଟି ଟଙ୍କାର ସହାୟତା ରାଶି ଖାତାକୁ ଯିବ।
ଏଥିସହ ପଢ଼ନ୍ତୁ: ରାଜଧାନୀକୁ ଘୋଡେଇ ରଖିଛି ବିଷାକ୍ତ ଧୁଆଁ: ସ୍କୁଲ ଯିବାକୁ ଡରୁଛନ୍ତି ଛାତ୍ରଛାତ୍ରୀ, ବାୟୁ ଗୁଣବତ୍ତା ୨୦୦ ତଳକୁ ଖସିଛି
ଏହି ଯୋଜନାରେ ପ୍ରତିବର୍ଷ ୧୦ ହଜାର ଲେଖାଏଁ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଆସୁଛନ୍ତି । ବର୍ତ୍ତମାନ ସୁଦ୍ଧା ୩ଟି କିସ୍ତି ପ୍ରଦାନ କରିଛନ୍ତି ରାଜ୍ୟ ସରକାର । କିନ୍ତୁ କୌଣସି ନା କୌଣସି କାରଣ ପାଇଁ ପ୍ରତି କିସ୍ତିରେ କିଛି ମହିଳା ବଞ୍ଚିତ ହୋଇଛନ୍ତି । ସେହି ମହିଳାମାନଙ୍କୁ ଆସନ୍ତା ସପ୍ତାହରେ ସୁଭଦ୍ରା ଟଙ୍କା ପ୍ରଦାନ କରାଯିବା ନେଇ ରାଜ୍ୟ ସରକାରଙ୍କର ସୂଚନା । ଏହି କ୍ରମରେ ଚଳିତ ଥର ମୋଟ ୪ ଲକ୍ଷ ୫୭ ହଜାର ୬୮୧ ଜଣଙ୍କୁ ମିଳିବ ସୁଭଦ୍ରା ଅର୍ଥ । ଏହି ତାଲିକାରେ ପ୍ରଥମ କରି ସୁଭଦ୍ରାରେ ସାମିଲ ହୋଇଥିବା ୧ ଲକ୍ଷ ୭୮ ହଜାର ହିତାଧିକାରୀ ଓ ଆବେଦନ କରି ବଞ୍ଚିତ ହୋଇଥିବା ପ୍ରାୟ ୨ ଲକ୍ଷ ୮୦ ହଜାର ହିତାଧିକାରୀ ସାମିଲ ଅଛନ୍ତି । ନୂଆ ପଞ୍ଜୀକରଣ କରିଥିବା ୧ ଲକ୍ଷ ୭୮ ହଜାର ୩୯୮ ଜଣଙ୍କୁ ସାମିଲ କରାଯାଇଥିବାରୁ ସେମାନେ ପାଇବେ ପ୍ରଥମ କିସ୍ତି ଅର୍ଥ। ତୃତୀୟ କିସ୍ତି ପାଇଥିଲେ ବି ଟେକ୍ନିକାଲ ସମସ୍ୟା ପାଇଁ ପ୍ରଥମ ଓ ଦ୍ୱତୀୟ କିସ୍ତିରୁ ବାଦ ପଡ଼ିଥିବା ୨ଲକ୍ଷ ୫୫ ହଜାର ୨୬୫ଜଣଙ୍କୁ ସାମିଲ କରାଯାଇଛି ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories