ଭୋଟ୍ ଦେବା ନେଇ ଇଚ୍ଛା ପ୍ରକାଶ କଲେ ମହାକାଶଚାରୀ
·1 year ago·1 min read

- ମହାକାଶରୁ ଭୋଟ୍ ଦେବେ ସୁନୀତା ୱିଲିୟମ୍...ପ୍ରେସ କନଫରେନ୍ସରେ ଭୋଟ୍ ଦେବା ନେଇ ଇଚ୍ଛା ପ୍ରକାଶ କରିଛନ୍ତି ମହାକାଶଚାରୀ...ଆସନ୍ତା ନଭେମ୍ବରରେ ହେବାକୁ ଯାଉଛି ଆମେରିକା ରାଷ୍ଟ୍ରପତି ନିର୍ବାଚନ
- ମୁଖ୍ୟାଳୟ ଛାଡ଼ିପାରିବେନି ସରକାରୀ କର୍ମଚାରୀ... ଆଜିଠୁ 16 ପର୍ଯ୍ୟନ୍ତ ସରକାରୀ କର୍ମଚାରୀଙ୍କୁ ମୁଖ୍ୟାଳୟ ଛାଡ଼ିବା ମନା ...17 ମୋଦିଙ୍କ ଜନ୍ମଦିନରେ ଜନତା ମଇଦାନରେ `ସୁଭଦ୍ରା'ର ମେଗା ଲଞ୍ଚିଂ
- ଜମ୍ମୁ-କାଶ୍ମୀରରେ ପୁଣି ଏନକାଉଣ୍ଟର...ପୃଥକ ଏନକାଉଣ୍ଟରରେ ୨ ସେନା ଯବାନ ସହିଦ ହୋଇଥିବା ବେଳେ ୨ ଆତଙ୍କବାଦୀ ନିହତ
- ସେପ୍ଟେମ୍ବର 17ରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ 50ଜଣ OASଙ୍କୁ ବଡ଼ ଦାୟିତ୍ଵ ଦିଆଯାଇଛି। ପ୍ରବଳ ଜନଗହଳି ହେବାକୁ ଥିବାରୁ 50ଜଣ ବରିଷ୍ଠ OASଙ୍କୁ ପରିଚାଳନା ଦାୟିତ୍ଵ ମିଳିଛି
- ଗୁଲାମୀ ପ୍ରତୀକରୁ ମିଳିଲା ମୁକ୍ତି...ଆଣ୍ଡମାନ ଏବଂ ନିକୋବର ଦ୍ବୀପପୁଞ୍ଜର ରାଜଧାନୀ ପୋର୍ଟ ବ୍ଲେୟାରର ନାମ ପରିବର୍ତ୍ତନ ହୋଇ ହେଲା 'ଶ୍ରୀ ବିଜୟପୁରମ'
- ପ୍ରବଳ ବର୍ଷା ପରେ ଉବୁଟୁବୁ ରାଜଧାନୀ ଦିଲ୍ଲୀ । ସାକେତ ମେଟ୍ରୋ ଷ୍ଟେସନ ସହ ଅନ୍ୟ ସ୍ଥାନରେ ଜଳବନ୍ଦୀ ସ୍ଥିତି ।
- ଧୁମ୍ ଧାମ୍ ରେ ଓନମ୍ ପାଳୁଛନ୍ତି ଛାତ୍ରଛାତ୍ରୀ...କୋୟେମ୍ବାଟୁରରେ ଓନମ୍ କ୍ରେଜ୍...ବିଭିନ୍ନ ପାମପ୍ରିକ ପୋଷାକ ପିନ୍ଧି..ଭଳିକି ଭଳି ବ୍ୟଞ୍ଜନ ଖାଇ..ନାଚ ଗୀତ କରି ଓନମ୍ ପର୍ବ ପାଳୁଛନ୍ତି ଲୋକେ
- ଜଗତସିଂହପୁର କୁଜଙ୍ଗ ବ୍ଲକରେ ବିଜେଡି କର୍ମୀଙ୍କ ଦାଦାଗିରି...ବ୍ଲକ ଅଫିସ୍ ସମ୍ମିଳନୀ କକ୍ଷରେ ବିଡିଓଙ୍କୁ ଦୁର୍ବ୍ୟବହାର ସହ ଆକ୍ରମଣ.. ବିଲ ପାସ୍ କରୁନଥିବା ଅଭିଯୋଗ ଆଣି ବିଜେଡିର କେତେକ ଜନପ୍ରତିନିଧି ବିଡିଓଙ୍କୁ ଆକ୍ରମଣ କରିଥିବା ସୂଚନା
- ସ୍କୁଲ ଛାତ୍ର ନେଉଥିବା ଅଟୋକୁ ଧକ୍କା ଦେଲା ଟ୍ରକ... ଜଣେ ଛାତ୍ର ଗୁରୁତର ହୋଇଥିବା ସୂଚନା...ଗୁରୁତର ଛାତ୍ରଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି
- ରାଜ୍ୟରେ ଲଘୁଚାପ ପ୍ରଭାବରେ ପ୍ରବଳରେ ବର୍ଷା ସମ୍ଭାବନା... ଆଜି ଭୀଷଣ ବର୍ଷା ନେଇ ମୟୂରଭଞ୍ଜ, କେନ୍ଦୁଝରକୁ ରେଡ୍ ଆଲର୍ଟ... ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ପାଣିପାଗ କେନ୍ଦ୍ର... ବର୍ଷା ପାଇଁ ଆଜି ମୟୂରଭଞ୍ଜରେ ସମସ୍ତ ସ୍କୁଲ ଛୁଟି
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
