Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଟ୍ବିନସିଟି ନୂଆ କମିଶନର ଭାବେ ଦାୟିତ୍ବ ନେଲେ ସୁରେଶ ଦେବ ଦତ୍ତସିଂ

Odisha

ଟ୍ବିନସିଟି ନୂଆ କମିଶନର ଭାବେ ଦାୟିତ୍ବ ନେଲେ ସୁରେଶ ଦେବ ଦତ୍ତସିଂ

Smruti Parija
Browse all articles by Smruti Parija
·1 year ago
ଟ୍ବିନସିଟି ନୂଆ କମିଶନର ଭାବେ ଦାୟିତ୍ବ ନେଲେ ସୁରେଶ ଦେବ ଦତ୍ତସିଂ

ଅର୍ଗସ ବ୍ୟୁରୋ: ଟ୍ବିନସିଟି ନୂଆ କମିଶନର ଭାବେ ଦାୟିତ୍ବ ନେଲେ ସୁରେଶ ଦେବ ଦତ୍ତସିଂ । ସିପି ଅଫିସରେ ପହଁଚି ବିଧିବଦ୍ଧ ଭାବେ ନେଲେ ଦାୟିତ୍ବ । ପୋଲିସ ସେବା ଭବନରେ ନୂଆ ସିପିଙ୍କୁ ବିଧିବଦ୍ଧ ଦାୟିତ୍ବ ହସ୍ତାନ୍ତର କଲେ ବିଦାୟୀ ସିପି ସଞ୍ଜୀବ ପଣ୍ଡା । ରବିବାର ଆଇପିଏସ୍ ସ୍ତରରେ ବଡ଼ ଅଦଳବଦଳ କରିଥିଲେ ରାଜ୍ୟ ସରକାର ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
suresh-dev-singh-took-charge-as-new-cp-of-twin-city | Argus News