ବ୍ରଜରାଜନଗରରୁ ସୁରେଶ ପୁଜାରୀ ବିଜୟୀ
·2 years ago

ଅର୍ଗସ ବ୍ୟୁରୋ: ଆଜି ହେଉଛି ଓଡ଼ିଶା ପାଇଁ ସବୁଠୁ ବଡ଼ ଦିନ। ନିର୍ବାଚନ ଫଳାଫଳର ଦିନ। ସକାଳୁ ସକାଳୁ ସବୁ କେନ୍ଦ୍ରରେ ଚାଲିଥିଲା। ଭୋଟ ଗଣତି କେନ୍ଦ୍ରରେ ପଞ୍ଚମ ପର୍ଯ୍ୟାୟ ଗଣତି ପରେ ଆସିଛି ଖୁସି ଖବର।
ବ୍ରଜରାଜନଗରରୁ ବିଧାନସଭା ପ୍ରାର୍ଥୀ ସୁରେଶ ପୁଜାରୀ ବିଜୟୀ ହୋଇଛନ୍ତି। ସୁରେଶ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ପ୍ରାର୍ଥୀ ଅଳକା ମହାନ୍ତିଙ୍କୁ ହରାଇଛନ୍ତି।
ଅଧିକ ପଢ଼ନ୍ତୁ ନିର୍ବାଚନ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
