ସ୍କୁବା ଡାଇଭିଂ କଲେ ସୂର୍ଯ୍ୟବଂଶୀ ସୁରଜ
·1 year ago

ସ୍କୁବା ଡାଇଭିଂ କଲେ ସୂର୍ଯ୍ୟବଂଶୀ ସୁରଜ । ରାଜ୍ୟ କ୍ରୀଡାମନ୍ତ୍ରୀ ଆଜି କଟକ ଗସ୍ତ ଅବସରରେ ମହାନଦୀରେ ସ୍କୁବା ଡାଇଭିଂ କରିଛନ୍ତି । କଟକ ବୋଟିଂ କ୍ଲବ ନିକଟ ମହାନଦୀର ଜଳରାଶିରେ ପ୍ରଖ୍ୟାତ ସ୍କୁବା ଡାଇଭର ସବୀର ବକ୍ସଙ୍କ ସହ ସ୍କୁବା ଡାଇଭିଂ କରିଛନ୍ତି ସୂର୍ଯ୍ୟବଂଶୀ । ମହାନଦୀ ଗର୍ଭରେ ଅଥଳ ଜଳରାଶିରେ ସ୍କୁବା ଡାଇଭିଂରେ ଚେସ୍ ଖେଳିବାର ଆନନ୍ଦ ନେଇଛନ୍ତି କ୍ରୀଡାମନ୍ତ୍ରୀ । ପାଣି ଭିତରେ ଜଳଜୀବଙ୍କ ବିଚରଣ ମଝିରେ ଚେସ୍ ଖେଳିବା କ୍ରୀଡାମନ୍ତ୍ରୀଙ୍କୁ ବେଶ ଆନନ୍ଦ ଦେଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: