ପୂର୍ବତନ ସରପଞ୍ଚ ହତ୍ୟା କରିଥିବା ନେଇ ସନ୍ଦେହ
·1 year ago

ଅର୍ଗସ ବ୍ୟୁରୋ: ପୂର୍ବତନ ସରପଞ୍ଚ ତଥା ସମବାୟ ସେବା ସମିତିର ସଭାପତିଙ୍କୁ କେହି ଦୁର୍ବୁତ୍ତ ହତ୍ୟା କରିଥିବା ନେଇ ସନ୍ଦେହ କରାଯାଉଛି। ବନ୍ଧଗାଁର ପୂର୍ବତନ ବିଜେଡ଼ି ସରପଞ୍ଚ ଚିତ୍ତ ରଞ୍ଜନ ରାଉତଙ୍କ ମୃତଦେହ ଘର ଠାରୁ କିଛି ଦୂରରେ ଥିବା ଏକ ନାଳ ନିକଟରେ ପଡି ରହିଥିଲା । ଏନେଇ ସ୍ଥାନୀୟ ଲୋକ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ମୃତ ଚିତ୍ତ ରଂଜନ ଅମରୋଲି ସମବାୟ ସମିତିର ସଭାପତି ରହିଥଇଲେ । ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି.।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: