Videos
|
Odisha

ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ

Swoyang prajna Mishra
Browse all articles by Swoyang prajna Mishra
·1 year ago
ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ

ବାଣୀବିହାର କ୍ୟାମ୍ପସରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ । ଭୁବନେଶ୍ବର ବାଣୀବିହାରର ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଛାତ୍ର ଜଣକ ଛାତରୁ ପଡି ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।


ମୃତକ ହେଉଛନ୍ତି ଫିଲୋସୋଫି ଡିପାର୍ଟମେଣ୍ଟର ତାପସ ନାୟକ। ସେ ଫିଲୋସୋପି ବିଭାଗର ଦ୍ବିତୀୟ ବର୍ଷର ଛାତ୍ର ଅଟନ୍ତି । ମଧୁସୂଦନ ହଷ୍ଟେଲରେ ଏହି ଛାତ୍ରଙ୍କ ମୃତ୍ୟୁ ହୋଇଛି । ତେବେ ଛାତ୍ର ଜଣକ କେମିତି ଛାତ ଉପରୁ ପଡ଼ିଲେ ତାହା ଜଣାପଡ଼ିନାହିଁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Suspicious death of student on Utkal University campus | Argus News