Argus Swaad Odisha Season-3 Begins August 23 | ଘରର ରାନ୍ଧୁଣୀ ହେବେ ଓଡ଼ିଶାର ସୁପର ସେଫ !
·10 months ago
Key Points
Swaad Odisha Season-3
ଓଡ଼ିଶାର ପ୍ରତ୍ୟେକ ଖାଦ୍ୟରେ ରହିଛି ସ୍ୱତନ୍ତ୍ର ପରିଚୟ ।
ପ୍ରତ୍ୟେକ ସ୍ୱାଦ କହେ ସଂସ୍କୃତି ଓ ପରମ୍ପରାର କାହାଣୀ ।
ମେଗା କିଚେନରେ ଦେଖିବେ, ଅସଲି କୁକିଂର ମ୍ୟାଜିକ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଓଡ଼ିଶାର ପ୍ରଥମ ରିଆଲିଟି କୁକିଂ ସୋ'ରେ ଲାଗିବ ଦମଦାର ତଡକା ।
ଏଥର ନୂଆ ସ୍ୱାଦ, ନୂଆ ଅନୁଭୂତି ସହ ଆସନ୍ତା ୨୩ ଅଗଷ୍ଟରୁ କେବଳ ଅର୍ଗସରେ...
ଅର୍ଗସ ସ୍ୱାଦ ଓଡିଶା ସିଜନ-୩, ସୁପର ସେଫ-୨ ଦେଖିବାକୁ ଭୁଲିବେନି । ପ୍ରତିଦିନ ଶନିବାର ରାତି ୮ଟା ୩୦ ରେ ରିପିଟ ରବିବାର ଦିନ ୧ଟା ୩୦ରେ..