ଓଡିଶାର ପ୍ରଥମ ରିଆଲିଟି ଶୋ ଅର୍ଗସ ସ୍ୱାଦ ଓଡିଶା ସିଜିନ ୩ କେବଳ ଅର୍ଗସ ନ୍ୟୁଜରେ ଖୁବଶୀଘ୍ର

Key Points
ସ୍ବାଦ ଓଡ଼ିଶା ସିଜିନ ୩
ଖୁବଶୀଘ୍ର ଆସୁଛି ଓଡିଶାର ପ୍ରଥମ ରିଆଲିଟି ଶୋ ଅର୍ଗସ ସ୍ୱାଦ ଓଡିଶା ସିଜିନ ୩ କେବଳ ଅର୍ଗସ ନ୍ୟୁଜରେ । ସିଜିନ-୨ ସ୍ବାଦ ଓଡ଼ିଶାରର ମୁକୁଟ ପିନ୍ଧିଥିଲେ ଅମୃତା ପାଣିଗ୍ରାହୀ। ଆଉ ଏବେ ଆପଣଙ୍କ ପାଳି। ତେବେ ଆଉ ଡେରି ନ କରି ସୁନ୍ଦର ରେସିପି ପ୍ରସ୍ତୁତ କରି ହୋଇଯାଆନ୍ତୁ ସ୍ବାଦ ଓଡ଼ିଶା ସିଜିନ ୩ର ବିଜେତା। ଯଦି ଆପଣ ଚାହୁଁଛନ୍ତି ଓ୍ବିନର ହେବାକୁ ତେବେ ଫଟାଫଟ୍ ଆମକୁ contact କରନ୍ତୁ। ସ୍ବାଦ ଓଡ଼ିଶା ସାରା ଓଡ଼ିଶାରେ ଧୁମ ମଚାଇଥିବାବେଳେ ଏହାର ଦୁଇଟି ସିଜିନ୍ ସରିଛି। ବର୍ତ୍ତମାନ ଦର୍ଶକଙ୍କ ପାଇଁ ଖୁସି ଖବର। ଦିଲ ଥାମ୍କେ ବୈଠିଏ। ପୁଣି ଥରେ ସ୍ବାଦ ଓଡ଼ିଶା ସିଜିନ ୩କୁ ନେଇ ଅର୍ଗସର ଏହି ନିଆରା ପ୍ରୟାସ ଆରମ୍ଭ ହୋଇଛି।
ଓଡ଼ିଶାର ମୋଷ୍ଟ ପପୁଲାର cooking reality Show Swad Odisha Season 3 ନିଆରା ରଙ୍ଗରେ ଆସିବାକୁ ଯାଉଛି। ଯଦି ଆପଣଙ୍କ ବୟସ ଯଦି ୧୮ ବର୍ଷରୁ ଅଧିକ ଆଉ ଜାଣନ୍ତି ମଜାଦାର ସ୍ବାଦିଷ୍ଟ ରୋଷେଇ। ତେବେ ପଠାନ୍ତୁ ଆପଣଙ୍କ ସବୁଠୁ ଭଲ ରେସିପିର ଭିଡିଓ। ହୋଇପାରେ ଆପଣଙ୍କ ରୋଷେଇ ଆପଣଙ୍କୁ ଦେଇପାରେ ମେଗା ଅଡିସନର ମଞ୍ଚରେ ଗୋଟେ ବହୁତ ବଡ଼ ସୁଯୋଗ। ତେଣୁ ଆଉ ଅପେକ୍ଷା ନକରି ସୁନ୍ଦର ରୋଷେଇର ଭିଡିଓ ପଠାନ୍ତୁ ଆମର ଏଇ whatsapp no 8093954024. ଆଉ ଆମ ମେଗା ଅଡିସନରେ ଭାଗ ନିଅନ୍ତୁ। ରେସିପି ଭିଡିଓ ପଠାଇବାର ଶେଷ ତାରିଖ ହେଉଛି ୩୦ ମେ' ୨୦୨୫। ସେଇ ପର୍ଯ୍ୟନ୍ତ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ ଆଉ ଅଧିକ ସୂଚନା ପାଇଁ ସବସ୍କ୍ରାଇବ କରନ୍ତୁ ଅର୍ଗସ ନ୍ୟୁଜ।