Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସ୍ବାଦ ଓଡ଼ିଶା ସିଜିନ-୩: ଖୁବଶୀଘ୍ର ମେଗା ଅଡିସନରେ ଭାଗ ନିଅନ୍ତୁ

Odisha

ସ୍ବାଦ ଓଡ଼ିଶା ସିଜିନ-୩: ଖୁବଶୀଘ୍ର ମେଗା ଅଡିସନରେ ଭାଗ ନିଅନ୍ତୁ

Ritu Das
Browse all articles by Ritu Das
·1 year ago

Key Points

Argus-SwadOdisha

Season-3

Comingsoon

ଖୁବଶୀଘ୍ର ଆସୁଛି ଓଡିଶାର ପ୍ରଥମ ରିଆଲିଟି ଶୋ ଅର୍ଗସ ସ୍ୱାଦ ଓଡିଶା ସିଜିନ ୩ କେବଳ ଅର୍ଗସ ନ୍ୟୁଜରେ । ସିଜିନ-୨ ସ୍ବାଦ ଓଡ଼ିଶାରର ମୁକୁଟ ପିନ୍ଧିଥିଲେ ଅମୃତା ପାଣିଗ୍ରାହୀ। ଆଉ ଆପଣ ମାନେ ସୁନ୍ଦର ରେସିପି ପ୍ରସ୍ତୁତ କରି ହୋଇପାରିବେ ସ୍ବାଦ ଓଡ଼ିଶା ସିଜିନ ୩ର ବିଜେତା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
swad-odisha-season-3-participate-in-the-mega-auditions-soon | Argus News