|
logo
Live

Argus News - ସକାଳ ସାଢେ 8 ସୁଦ୍ଧା ତାପମାତ୍ରା 38 ଡିଗ୍ରୀ ପାର୍

Odisha

ସକାଳ ସାଢେ 8 ସୁଦ୍ଧା ତାପମାତ୍ରା 38 ଡିଗ୍ରୀ ପାର୍

Smruti Parija
Browse all articles by Smruti Parija
·1 year ago
ସକାଳ ସାଢେ 8 ସୁଦ୍ଧା ତାପମାତ୍ରା 38 ଡିଗ୍ରୀ ପାର୍

ଭୁବନେଶ୍ୱର: ସକାଳୁ ଅସହ୍ୟ ତାତି । ଆକାଶରୁ ହେଉଛି ନିଆଁ ବର୍ଷା । ସକାଳ 8ଟା 30 ସୁଦ୍ଧା 35 ଟପିଲା 12 ସହରର ତାପମାତ୍ରା । 38.4 ଡିଗ୍ରୀ ସହ ତାଳଚେର ସବୁଠୁ ଉତ୍ତପ୍ତ ସହର । ଭବାନୀପାଟଣା 37.4, ବାରିପଦା 36.4, ବଲାଙ୍ଗୀର 36.2, ଟିଟିଲାଗଡ଼ ଓ ବାଲେଶ୍ବର 36, ହୀରାକୁଦ 35.6,ଝାରସୁଗୁଡା ଓ  କେନ୍ଦୁଝର 35.4, କଟକ, ସମ୍ବଲପୁର, ମାଲକାନଗିରି ଓ  ବୌଦ୍ଧରେ 35, ସୋନପୁର ଓ ଭୁବନେଶ୍ବରରେ 34.8 ଏବଂ ରାଉରକେଲାରେ 34.6 ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । 

ପାଣିପାଗ ବିଭାଗର ସତର୍କ ସୂଚନା, ଆହୁରି 3 ଦିନ ଜାରି ରହିବ ଗ୍ରୀଷ୍ମ ପ୍ରବାହ । 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ସକାଳ ସାଢେ 8 ସୁଦ୍ଧା ତାପମାତ୍ରା 38 ଡିଗ୍ରୀ ପାର୍ | Argus News