Videos
|
Odisha

କଟକ-ପାରାଦ୍ବୀପ ରାସ୍ତାରେ ଭୟଙ୍କର ଦୁର୍ଘଟଣା: ୨ ପୋଲିସ ମୃତ

Ritu Das
Browse all articles by Ritu Das
·1 year ago
କଟକ-ପାରାଦ୍ବୀପ ରାସ୍ତାରେ ଭୟଙ୍କର ଦୁର୍ଘଟଣା: ୨ ପୋଲିସ ମୃତ

ପୋଲିସ ପାଟ୍ରୋଲିଂ ସମୟରେ ଚଢି଼ଗଲା ହାଇୱା। କଟକ-ପାରାଦୀପ ରାସ୍ତା ଗତିରାଉତ ପାଟଣାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୨ଜଣ ପୋଲିସଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଥିବା ସୂଚନା ମିଳିଛି। ଗୁରୁତରଙ୍କୁ ଚିକିତ୍ସା ପାଇଁ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।


ପୋଲିସ ପାଟ୍ରୋଲିଂ କରିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ମୃତ ପିସିଆର ଡ୍ରାଇଭର ଜଗବନ୍ଧୁ ମାହାଳିକ, ଓଏପିଏଫ୍ କର୍ମଚାରୀ ଲୋକନାଥ ଶବର । ଗୁରୁତର ହୋଇଥିବା ହୋମଗାର୍ଡ ହେଉଛନ୍ତି ପବିତ୍ର ସେଠୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
terrible-accident-on-cuttack-paradise-road-2-policemen-killed | Argus News