Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଗୋଲାବାରୁଦ କାରଖାନାରେ ଭୟଙ୍କର ବିସ୍ଫୋରଣ

Odisha

ଗୋଲାବାରୁଦ କାରଖାନାରେ ଭୟଙ୍କର ବିସ୍ଫୋରଣ

Smruti Parija
Browse all articles by Smruti Parija
·2 years ago
ଗୋଲାବାରୁଦ କାରଖାନାରେ ଭୟଙ୍କର ବିସ୍ଫୋରଣ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ବଡମାଲ ଗୋଲାବାରୁଦ କାରଖାନା  unit 12 ର ଗୋଦାମ ଗୃହରେ ଭୟଙ୍କର ବିସ୍ଫୋରଣ । ବିସ୍ଫୋରକ ଏତେ ଯୋର ଥିଲା ପ୍ରାୟ ୧୫-୨୦ କିମି ଅଞ୍ଚଳରେ ନିଆଁ ଆକାଶରେ ଦେଖା ଦେଇଛି । ଫଳରେ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ଭିତରେ ଏକ କୋକୁଆ ଭୟ ଖେଳିଯାଇଛି । ତେବେ ଗୋଦାମ ଗୃହରେ କେତେ ପରିମାଣର ବିସ୍ଫୋରକ ଥିଲା । କେତେ କ୍ଷୟକ୍ଷତି ହୋଇଛି ତାହା ଜଣାପଡିନାହିଁ । 

ଛୁଟି ଦିନ ଥିବାରୁ କୌଣସି କର୍ମଚାରୀ ଆସିନଥିଲେ । କେହି ମୃତାହତ ହୋଇନଥିବା ନେଇ ସୂଚନା ଦେଇଛନ୍ତି କାରଖାନା ଜନସମ୍ପର୍କ ଅଧିକାରୀ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Terrible explosion at ammunition factory-titlagarh-balangir | Argus News