Videos
|
Odisha

ଟାୟାର ଗୋଦାମରେ ଭୟାବହ ଅଗ୍ନିକାଣ୍ଡ

Ritu Das
Browse all articles by Ritu Das
·1 year ago
ଟାୟାର ଗୋଦାମରେ ଭୟାବହ ଅଗ୍ନିକାଣ୍ଡ

ଯାଜପୁର ଚଣ୍ଡିଖୋଲ ଛକରେ ଏକ ଟାୟାର ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଜଳିଯାଇଛି ୭୦୦ ରୁ ଅଧିକ ଟାୟାର। ବିଳମ୍ବିତ ରାତିରେ ଘଟିଛି ଏହି ଅଗ୍ନିକାଣ୍ଡ। ଏପର୍ଯ୍ୟନ୍ତ ନିଆଁ ଥମିବାର ନାଁ ନେଉନି। ପରିସ୍ଥିତି ଅଣାୟାତ୍ତ ହେବାରେ ଲାଗିଛି। ଏଥିପାଇଁ ଅଗ୍ନିଶମ ବିଭାଗ ଚଣ୍ଡିଖୋଲକୁ ହେବାକୁ ପଡ଼ିଛି ନାକେଦମ।


ଦୁଇରୁ ଚାରି ଘଣ୍ଟା ସଂଘର୍ଷ କରିବାକୁ ପଡ଼ିଲା। ପରେ ଧର୍ମଶାଳା ଚଡେଇଧରା ଅଗ୍ନିଶମ ବିଭାଗର ସହାୟତା ଲୋଡ଼ିଲା ଚଣ୍ଡିଖୋଲ ଅଗ୍ନିଶମ ବିଭାଗ। ମିଳିତ ଭାବେ ନିଆଁ କୁ ଆୟତ କରିବା ପାଇଁ ଲାଗିଥିଲା ଘଣ୍ଟା ଘଣ୍ଟା,ଭୟଙ୍କର ଥିଲା ଅଗ୍ନିକାଣ୍ଡର ଦୃଶ୍ୟ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
terrible-fire-in-tire-godown | Argus News