Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସ୍ଵପ୍ନେଶ୍ଵର ମନ୍ଦିରରୁ ଠାକୁରଙ୍କ ସୁନା ସମେତ ଲୁଟିନେଲେ ପୂଜା ସାମଗ୍ରୀ

Swoyang prajna Mishra
Browse all articles by Swoyang prajna Mishra
·11 months ago
ସ୍ଵପ୍ନେଶ୍ଵର ମନ୍ଦିରରୁ ଠାକୁରଙ୍କ ସୁନା ସମେତ ଲୁଟିନେଲେ ପୂଜା ସାମଗ୍ରୀ

Key Points

ମନ୍ଦିରରେ ପଶି ଠାକୁରଙ୍କ ସୁନା ଚିତ୍ତା ସମେତ ଲୁଟିନେଲେ ପୂଜା ସାମଗ୍ରୀ
ମୟୂରଭଞ୍ଜ ଜିଲ୍ଲା ଉଦଳା ଏନଏସି ୧ ନଂ ୱାର୍ଡ ସ୍ୱପ୍ନେଶ୍ଵର ମନ୍ଦିରରୁ ଲୁଟ୍
ଦେବୀଙ୍କ ସୁନା ଆଖି, ଚିତ୍ତା ସମେତ ପୂଜା ସାମଗ୍ରୀ ଲୁଟ୍

ମନ୍ଦିରରେ ପଶି ଠାକୁରଙ୍କ ସୁନା ଚିତ୍ତା ସମେତ ଲୁଟିନେଲେ ପୂଜା ସାମଗ୍ରୀ । ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଏନଏସି ୧ ନଂ ୱାର୍ଡରେ ଥିବା ସ୍ୱପ୍ନେଶ୍ଵର ମନ୍ଦିରରୁ ଲୁଟ୍ ହୋଇଛି । ଆଜି ସକାଳେ ମନ୍ଦିର ପୂଜକ ମନ୍ଦିରରେ ପହଞ୍ଚିବା ପରେ ମୁଖ୍ୟ ଗେଟ ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ ।


ଖବର ପାଇ ଉଦଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଲୁଟେରାମାନେ ମନ୍ଦିର ଭିତରେ ଥିବା ଦେବୀଙ୍କ ସୁନା ଆଖି, ଚିତ୍ତା ସମେତ ପୂଜା ସାମଗ୍ରୀ ଲୁଟି ନେଇଥିବା ଜଣାପଡିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Thakur's gold looted from Swapneswarar temple | Argus News