Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - କେମିତି ହେଲା ଗତେଶ୍ୱରଙ୍କ ମୃତ୍ୟୁ

Odisha

କେମିତି ହେଲା ଗତେଶ୍ୱରଙ୍କ ମୃତ୍ୟୁ

Smruti Parija
Browse all articles by Smruti Parija
·1 year ago
କେମିତି ହେଲା ଗତେଶ୍ୱରଙ୍କ ମୃତ୍ୟୁ

କଟକ: କଟକ ମହାନଦୀ ଘାଟରୁ ଉଦ୍ଧାର ହୋଇଥିବା ନାବାଳକର ମୃତଦେହର ମିଳିଲା ପରିଚୟ । ମୃତକ ହେଉଛନ୍ତି ମଙ୍ଗଳାବାଗ ଅଞ୍ଚଳର ଗତେଶ୍ୱର ଓଝା । ତାଙ୍କୁ ୧୩ ବର୍ଷ ବୟସ ହେବ ବୋଲି ସୂଚନା ମିଳିଛି । କାଳିଆବୁଦା ମଶାଣି ପଛପଟ ମହାନଦୀ ଘାଟରୁ ଆଜି ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା । ନାବାଳକଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । 

ଚାଉଳିଆଗଞ୍ଜ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ମେଡ଼ିକାଲ ପଠେଇଛି । ମଙ୍ଗଳାବାଗ ଥାନା ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଛି । ତେବେ ଗତକାଲି ଠାରୁ ନିଖୋଜ ଥିଲେ ମୃତ ନାବାଳକ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The body of the minor rescued from the Cuttack Mahanadi ghat has been identified | Argus News