Videos
|
Odisha

ବିଳମ୍ବିତ ରାତିରେ ଦୋକାନକୁ ଧକ୍କା ଦେଲା କାର, ମାଲିକର ମୃତ୍ୟୁ

Swoyang prajna Mishra
Browse all articles by Swoyang prajna Mishra
·1 year ago
ବିଳମ୍ବିତ ରାତିରେ ଦୋକାନକୁ ଧକ୍କା ଦେଲା କାର, ମାଲିକର ମୃତ୍ୟୁ

ନୟାଗଡ଼ : ନୟାଗଡ଼ ଇଟାମାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୋକାନକୁ ପିଟିଲା କାର, ୨ ଜଣଙ୍କ ମୃତ୍ୟୁ l ଗତକାଲି ବିଳମ୍ବିତ ରାତିରେ ଘଟିଛି ଏଭଳି ଦୁର୍ଘଟଣା l ଖୋର୍ଦ୍ଧା ସାଗରୁଗାଁର କାର ମାଲିକ ଏବଂ ଜଣେ ପଥଚାରୀଙ୍କ ମୃତ୍ୟୁ ହୋଇଛି l ଦ୍ରୁତ ଗତିରେ କାର ଦୋକାନକୁ ଧକ୍କା ଦେଇଥିଲା l


ଇଟାମାଟି ଥାନା ପୋଲିସ ପହଞ୍ଚି ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା l ତେବେ କାରରେ ୨ଜଣ ଥିଲେ, କାର ମାଲିକର ମୃତ୍ୟୁ ହୋଇଥିବା ବେଳେ ଡ୍ରାଇଭର ଫେରାର ଅଛି l ପଥଚାରୀଙ୍କ ପରିଚୟ ମିଳିପାରିନାହିଁ l

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The car hit the shop , 2 dead | Argus News