Videos
|
Odisha

ରାଜଧାନୀର  ବିଭିନ୍ନ ପୂଜା ମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ ଏବଂ ବିରୋଧି ଦଳର ନେତା

Sangram Tripathy
Browse all articles by Sangram Tripathy
·1 year ago
ରାଜଧାନୀର  ବିଭିନ୍ନ ପୂଜା ମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ ଏବଂ ବିରୋଧି ଦଳର ନେତା

ଅର୍ଗସ ବ୍ୟୁରୋ:ଝଲସୁଛି ରାଜଧାନୀ,ସବୁଠି ଉତ୍ସାହ ମା'ଙ୍କ ଆଗମନରେ। ମହାଷ୍ଟମୀରେ ରାଜଧାନୀର ନିଜ ଧର୍ମପତ୍ନୀଙ୍କ ସହବିଭିନ୍ନ ପୂଜା ମଣ୍ଡପ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ଏବଂ ବିରୋଧି ଦଳର ନେତା ନବୀନ ପଟ୍ଟନାୟକ। ରାଜ୍ୟର ବିକାଶ ସହ ସମସ୍ତେ କିଭଳି ଖୁସିରେ ରହିବେ ସେନେଇ ମାଆଙ୍କ ପାଖରେ ପ୍ରାର୍ଥନା କରିଛନ୍ତି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The chief minister and opposition leaders toured various puja mandaps in the capital | Argus News