Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମଞ୍ଚରେ ନିଜ ଚେୟାର ବଦଳାଇ ଦେଲେ ମୁଖ୍ୟମନ୍ତ୍ରୀ

Ritu Das
Browse all articles by Ritu Das
·1 year ago
ମଞ୍ଚରେ ନିଜ ଚେୟାର ବଦଳାଇ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମଞ୍ଚରେ ନିଜ ଚେୟାର ବଦଳାଇ ଦେଲେ ମୁଖ୍ୟମନ୍ତ୍ରୀ । ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମରେ ମଞ୍ଚରେ ବଦଳିଲା ମୁଖ୍ୟମନ୍ତ୍ରୀଙ୍କ ପାଇଁ ପଡ଼ିଥିବା ଆରାମ ଦାୟକ ଚେୟାର । ମୁଖ୍ୟମନ୍ତ୍ରୀ ମଞ୍ଚକୁ ଆସି ପ୍ରଥମେ ନିଜ ପାଇଁ ପଡ଼ିଥିବା ଆରାମ ଦାୟକ ଚେୟାରରେ ବସିଲେ । କିନ୍ତୁ ପାଖରେ ଅନ୍ୟ ମନ୍ତ୍ରୀ, ବିଧାୟକ ଓ ଅଧିକାରୀ ମାନଙ୍କ ପାଇଁ ସାଧାରଣ ଚେୟାର ପଡ଼ିଥିବା ଦେଖିଲେ ।


ଆଉ ତୁରନ୍ତ ତାଙ୍କ ପାଇଁ ପଡ଼ିଥିବା ଆରାମ ଦାୟକ ଚେୟାର ଉଠାଇ ସାଧାରଣ ଚେୟାର ପକାଇବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ । ଅନ୍ୟ ମାନଙ୍କ ଭଳି ସାଧାରଣ ଚେୟାରରେ ବସିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଠାରେ ବିକଶିତ ଗାଁ ବିକଶିତ ଓଡ଼ିଶା ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The Chief Minister changed his chair on stage. | Argus News